ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେତାର ଗାଁରେ ଗୋଷ୍ଠୀ ସଂର୍ଘଷ, ଜଣେ ଆହତ : ଅଭିଯୁକ୍ତ ଗିରଫ ଦାବିରେ ଭଞ୍ଜନଗର-ଦଶପଲ୍ଲା ରାସ୍ତା ଅବରୋଧ

ଭଞ୍ଜନଗର,୧୯।୫  :  ବେତାର ଗାଁ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇ ଜଣେ ଆହତ ହୋଇଛି  । ଆହତ ଜଣକ ହେଲେ  ସରପଞ୍ଚ ପ୍ରତିନିଧି ସୁବାସ ବରାଡ଼ l ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି।  ଏହାକୁ ନେଇ ବରାଡ଼ଙ୍କ ସମର୍ଥକ ରାସ୍ତା ଅବରୋଧ କରିଛନ୍ତି। ସମର୍ଥକମାନେ  ଭଞ୍ଜନଗର-ଦଶପଲ୍ଲା ରାସ୍ତା ଅବରୋଧ କରିଛନ୍ତି l  ପରିସ୍ଥିତିକୁ ନଜର ରଖି ଘଟଣା ସ୍ଥଳରେ ପୋଲିସ ମୃତୟନ   କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.