ନିମାପଡା,୨୬।୫ : ନିମାପଡାରେ ରାଜନୈତିକ ଗଣ୍ଡଗୋଳ। ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡିକୁ ଭଙ୍ଗାରୁଜା । ନିମାପଡାର ୨୧ ନଂ ଜୋନ ତେରୁଣ୍ଡିଆରେ ଘଟିଛି ଏହି ଘଟଣା। ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୁଦ୍ର ମହାରଥୀ ନିମାପଡା ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ କିଛି ଲୋକ ରୁଦ୍ରଙ୍କୁ ବିରୋଧ କରିଥିଲେ।
ସାଙ୍ଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି: ପ...