ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସନ୍ଦୀପ ରେଡ୍ଡୀ ୱାଙ୍ଗା କରିବେ ଏକ ମ୍ୟୁଜିକାଲ ଫିଲ୍ମ , ଏହି ବ୍ୟକ୍ତିଙ୍କ ବାୟୋପିକ୍‌ରେ ନିର୍ଦ୍ଦେଶନା ଦେବାକୁ ରହିଛି ଇଚ୍ଛା

ମୁମ୍ୱାଇ – ସନ୍ଦୀପ ରେଡ୍ଡୀ ୱାଙ୍ଗା ଏକ ବାୟୋପିକ ଫିଲ୍ମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ କାହାର ଜାଣନ୍ତି ? ବିଜୟ ଦେବରକୋଣ୍ଡାଙ୍କ ଅର୍ଜୁନ ରେଡ୍ଡୀ, ଶାହିଦ କପୁରଙ୍କ କବୀର ସିଂହ ଓ ରଣବୀର କପୁରଙ୍କ ଆନିମଲ କରିବା ପରେ ଏବେ ସନ୍ଦୀପ ରେଡ୍ଡୀ ୱାଙ୍ଗା ମ୍ୟୁଜିକାଲ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଚାହିଁଛନ୍ତି। ଏହି କଥା ନିଜେ ସନ୍ଦୀପ ରେଡ୍ଡୀୱାଙ୍ଗା କହିଛନ୍ତି। 

ଧମାକା ତ ଏବେ କରିବେ ବବି ଦେଓଲ , ଥ୍ରୀଲର ଫିଲ୍ମ ପାଇଁ ଅନୁରାଗ କଶ୍ୟପ କଲେ ଫାଇନାଲ !

ଗଲାଟା ପ୍ସଲ୍‌କୁ ଦେଇଥିବା ସାକ୍ଷାତକାରରେ ସନ୍ଦୀପ ରେଡ୍ଡୀ ୱାଙ୍ଗା ସେହି ବ୍ୟକ୍ତିଙ୍କ ନାଁ କହିଛନ୍ତି , ଯାହାଙ୍କର ସେ ବାୟୋପିକରେ ନିର୍ଦ୍ଦେଶନା ଦେବାକୁ ଚାହାନ୍ତି। ସେ କହିଛନ୍ତି ତାଙ୍କ ସ୍ୱପ୍ନ କି ସେ କିଙ୍ଗ ଅଫ୍‌ ପପ୍‌ ମାଇକେଲ ଜ୍ୟାକ୍ସନଙ୍କର ବାୟୋପିକକୁ ନିର୍ଦ୍ଦେଶନା ଦେବେ। ସେ ଏହା ବି କହିଛନ୍ତି କି ତାଙ୍କର ଏହି ସ୍ୱପ୍ନ ମଧ୍ୟରେ କେଉଁ ଜିନିଷ ପ୍ରତିବନ୍ଧକ ସାଜିଛି।

ସନ୍ଦୀପ ରେଡ୍ଡୀ ୱାଙ୍ଗା କହିଛନ୍ତି , କିନ୍ତୁ ପ୍ରଶ୍ନ ଏହା ଉଠୁଛି କି ତାଙ୍କର ବାୟୋପିକ୍‌ରେ ତାଙ୍କର ଚରିତ୍ର କରିବ କିଏ ? ମାଇକଲ ଜ୍ୟାକସନର ଆକ୍ଟିଂ କିଏ କରିବ ? ଯଦି ମୋତେ ଏମିତି କିଏ  ଅଭିନେତା ମିଳିଯାଏ , ଯିଏ ତାଙ୍କର ରୋଲ ପ୍ଲେ କରି ପାରିବ ତ ମୁଁ ହଲିଉଡକୁ ନିଶ୍ଚୟ ଆପ୍ରୋଚ କରିବି ଏବଂ ଇଂରାଜୀରେ ଫିଲ୍ମ କରିବି।

ଟ୍ୱିଙ୍କଲ ଖାନ୍ନାଙ୍କ ସହ ବିବାହ ପୂର୍ବରୁ ଅକ୍ଷୟ କୁମାରଙ୍କର ହୋଇଥିଲା ୨-୩ ଥର ବ୍ରେକ୍‌ଅପ୍‌ , କହିଲେ - ମୁଁ ବହୁତ ରାଗି ଥିଲି

ଅନ୍ୟପଟେ ୱାର୍କଫ୍ରଣ୍ଟ କଥା ଯଦି କହିବା ତ ଆନିମଲ ପାର୍କ ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ପିଙ୍କଭିଲାକୁ ସୂତ୍ରରୁ ସୂଚନା କି ଆନିମଲ ପାର୍କର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହୋଇ ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.