ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଦିଲ୍ଲୀରୁ ଫ୍ଲାଇଟ୍‌ରେ ଲଣ୍ଡନ ଯିବା ପ୍ରସ୍ତୁତିରେ ଶେଖ ହସିନା ! ବାଂଲାଦେଶରେ ଏବେ ସେନା ସରକାର , ସ୍ଥିତି ବେକାବୁ

ନୂଆଦିଲ୍ଲୀ – ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାକାଣ୍ଡ ପରେ ସ୍ଥିତି ବେକାବୁ ହୋଇ ଉଠିଛି। ହିଂସା ଏତେ ବଢି ଯାଇଛି ଯେ , ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ନିବାସ ଉପରେ ହମଲା ଆରମ୍ଭ କରି ଦେଇଛନ୍ତି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି ଏବଂ ଦେଶ ଛାଡ଼ି ଭାରତ ଆସିଛନ୍ତି। ଏବେ ସେ ଦିଲ୍ଲୀରୁ ଲଣ୍ଡନର ଫ୍ଲାଇଟ୍‌ ନେବାର ପ୍ରସ୍ତୁତିରେ। ଏହି ମଧ୍ୟରେ ବାଂଲାଦେଶର ସେନା ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ଅନ୍ତରୀଣ ସରକାର ଗଠନର ପ୍ରସ୍ତୁତି କରୁଛନ୍ତି। 

ସେନା ମୁଖ୍ୟ ବକାର - ଉଜ୍-ଜମାଂ କହିଛନ୍ତି ଯେ, କ୍ଷମତାର ହସ୍ତାନ୍ତରଣ ଚାଲିଛି। ଏକ ଅନ୍ତରୀଣ ସରକାରର ଗଠନ କରାଯିବ। ସବୁ ହତ୍ୟାର ଯାଞ୍ଚ କରାଯିବ। ସେନା ଉପରେ ଜନତାଙ୍କୁ ଭରସା ରଖିବାକୁ ହେବ। ଏହାସହ ସେ ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ ମଧ୍ୟ କରିଛନ୍ତି , କହିଛନ୍ତି ଆପଣମାନେ ଆମକୁ ଭରସା କରନ୍ତି। ଏକାଠି ମିଶି କାମ କରିବା। ଦୟାକରି ସାହାଯ୍ୟ କରନ୍ତୁ। ଆମକୁ ଲଢିବାରେ କିଛି ଲାଭ ମିଳିବ ନାହିଁ। ସଂଘର୍ଷକୁ ବିରାମ ଦିଅନ୍ତୁ । ଆମେ ମିଶି ଏକ ସୁନ୍ଦର ଦେଶ ଗଠନ କରିବା।   

ସଂରକ୍ଷଣକୁ ନେଇ ହିଂସା ବାଂଲାଦେଶରେ ଏତେ ବଢି ଯାଇଛି ଯେ, ଏବେସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଗୋଟିଏ ପରେ ଗୋଟିଏ ସହର ଜଳୁଛି। ଶେଖ୍‌ ହସିନାଙ୍କ ଅଫିସ ଓ ତାଙ୍କ ପାର୍ଟି ଅୱାମୀ ଲିଗ୍‌ର କାର୍ଯ୍ୟାଳୟରେ ବିକ୍ଷୋଭକାରୀମାନେ ନିଆଁ ଲଗେଇ ଦେଇଛନ୍ତି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.