ସମ୍ବଲପୁର ୨୫/୦୩: ସମ୍ବଲପୁର ପୋଲିସ ଦ୍ବାରା ବଡ ଧରଣର କୋରେକ୍ସ ରାକେଟର ପର୍ଦ୍ଦାଫାଶ। ସଦର ପୋଲିସ ଦ୍ବାରା ୧୦୮୦୦ ବୋତଲ କୋରେକ୍ସ ଜବତ। ୨୬ ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ ଗୋଟିଏ ଟ୍ରକ, ଗୋଟିଏ ବେଲେରୋ, ୨ଟି ଟେମ୍ପୁ, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ, ନଗଦ ୨୦ ହଜାର ଟଙ୍କା, ୧୨ ଗୋଟି ମୋବାଇଲ ଜବତ ହୋଇଛି। ଜବତ ହୋଇଥିବା କୋରେକ୍ସର ଆନୁମାନିକ ମୂଲ୍ୟ ୨୧ଲକ୍ଷରୁ ଟଙ୍କା ହେବ ବୋଲି ଜଣାପଡିଛି। ନୀଳ ଡୁଙ୍ଗୁରୀ ପଡିଆରୁ ଏହା ଜବତ ହୋଇଥିବାବେଳେ କଲିକତାରୁ ଆସୁଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଲିଙ୍କ୍ ଥିବା ଅନ୍ୟ ଅଭିଯୁକ୍ତ ଧରିବା ତଦନ୍ତ ଆରମ୍ଭ କରିଛି ପୋଲିସ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ଦଳୀୟ ନେତାଙ୍କୁ ତା...