କଣାସ ,୭।୨ କଣାସ ବ୍ଲକ ନୂଆ ଦୋକନ୍ଦା ଗ୍ରାମରେ ଉତ୍ତେଜନା ଦେଖା ଦେଇଛି । ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏପରିକି ପଥର ଫିଙ୍ଗିବା ସହ ଡିନାମାଇଟ ପକାଇଥିଲେ। ଜଣେ ଯୁବକ ଡିନାମାଇଟ ପକାଇବାରୁ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଡିନାମାଇଟ ପକାଇଥିବା ଯୁବକଙ୍କୁ କାବୁ କରିଛି।
ଆହୁରି ପଢନ୍ତୁ : ପତ୍ରପୁର ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ