ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଡିଏଭି ପୋଖରୀପୁଟରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ବର୍ଷ ପାଳନ

ଭୁବନେଶ୍ୱର,୧୩/୨ : ଡିଏଭି ପୋଖରୀପୁଟରେ ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀଙ୍କ ୨୦୦ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଷଷ୍ଠ ଓ ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀମାନେ ଦୟାନନ୍ଦଙ୍କ ରୂପଚିତ୍ରକୁ ଆଧାର କରି ଏକ ପୋଷ୍ଟର ଡିଜାଇନ୍ କଲା ପରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।  

ପ୍ରଜ୍ଞାପୁରୁଷ ମହର୍ଷିଙ୍କ ଆତ୍ମାଙ୍କୁ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଦ୍ୟାର୍ଥୀମାନେ ବୈଷୟିକ ଜ୍ଞାନ କୌଶଳ ପରିବର୍ତ୍ତେ ନିଜ ସୃଜନାତ୍ମକ କୌଶଳ ଉପରେ ଗୁରୁତ୍ୱ ଦେବା ସହିତ କାଗଜ ,କଲମ , ପେନ୍ସିଲ୍ , ରଙ୍ଗକୁ ମାଧ୍ୟମ କରି ଗଢ଼ିଥିଲେ ଏହି ଦିବ୍ୟ ପରମ ପୂଜ୍ୟଙ୍କ ଦୁଇଶହ (୨୦୦)ଟି ପ୍ରତିଛବି । ବର୍ତ୍ତମାନ ଓ ଆଗନ୍ତୁକ ଭବିଷ୍ୟତଙ୍କୁ ମହର୍ଷିଙ୍କଠାରୁ ମିଳିଥିବା ଦିଗ୍ଦର୍ଶନ ଓ  ସଦ୍ଭାବନା ଭରା ସଚେତନାତ୍ମକ ବାର୍ତ୍ତା ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏଭଳି କାର‌୍ୟ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଭୂୟସୀ ପ୍ରଶଂସା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.