ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗତିରାଉତପାଟଣାରେ ବୁଲୁଛି ବାଘ ! ବନ ବିଭାଗ କହିଲା ବଣଭୁଆ

କଟକସଦର,୨୨/୦୨: ଗତିରାଉତପାଟଣା ଘାଟକୂଳରେ ବୁଧବାର ସନ୍ଧ୍ୟାରେ ଏକ ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିବା ପ୍ରଚାରିତ ହୋଇଥିଲା । ଏପରିକି କେହିଜଣେ ଏହାର  ଭିଡିଓ କରି ଭାଇରାଲ୍‌ କରିବା ପରେ ସ୍ଥାନୀୟ  ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏପରିକି କିଛି ଲୋକ ଠେଙ୍ଗା ବାଡ଼ି ଧରି ଉକ୍ତ  ଅଞ୍ଚଳରେ ଜଗି ରହିଥିଲେ । ସୋସିଆଲ୍‌ ମିଡିଆରୁ  ଏହି ଭିଡିଓକୁ ଦେଖି ମହାନଦୀବିହାର ଫରେଷ୍ଟ ରେଞ୍ଜ ଅଫିସର ରଶ୍ମିରେଖା  ପରିଡା ଏହାକୁ ଖଣ୍ଡନ କରି କହିଛନ୍ତି ଏହା ବାଘ ନୁହେଁ ବଣଭୁଆ ।  ଏହି ଗୁଜବକୁ ବିଶ୍ୱାସ ନକରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.