ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଗତିରାଉତପାଟଣାରେ ବୁଲୁଛି ବାଘ ! ବନ ବିଭାଗ କହିଲା ବଣଭୁଆ

କଟକସଦର,୨୨/୦୨: ଗତିରାଉତପାଟଣା ଘାଟକୂଳରେ ବୁଧବାର ସନ୍ଧ୍ୟାରେ ଏକ ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିବା ପ୍ରଚାରିତ ହୋଇଥିଲା । ଏପରିକି କେହିଜଣେ ଏହାର  ଭିଡିଓ କରି ଭାଇରାଲ୍‌ କରିବା ପରେ ସ୍ଥାନୀୟ  ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏପରିକି କିଛି ଲୋକ ଠେଙ୍ଗା ବାଡ଼ି ଧରି ଉକ୍ତ  ଅଞ୍ଚଳରେ ଜଗି ରହିଥିଲେ । ସୋସିଆଲ୍‌ ମିଡିଆରୁ  ଏହି ଭିଡିଓକୁ ଦେଖି ମହାନଦୀବିହାର ଫରେଷ୍ଟ ରେଞ୍ଜ ଅଫିସର ରଶ୍ମିରେଖା  ପରିଡା ଏହାକୁ ଖଣ୍ଡନ କରି କହିଛନ୍ତି ଏହା ବାଘ ନୁହେଁ ବଣଭୁଆ ।  ଏହି ଗୁଜବକୁ ବିଶ୍ୱାସ ନକରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.