ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆ ଚାକିରିରୁ ବହିଷ୍କୃତ

 ଭୁବନେଶ୍ବର, ୬।୧୧   କଟକ ଜିଲ୍ଲା ବାଙ୍କୀ ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆ ଚାକିରିରୁ ବହିଷ୍କୃତ। ଲାଞ୍ଚ ନେବା ଅଭିଯୋଗରେ ଅବକାରୀ କମିଶନର ନରସିଂହ ଭୋଲ  ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। 

ପୂର୍ବରୁ  ନିରଞ୍ଜନଙ୍କୁ  ତତ୍କାଳୀନ ଜିଲ୍ଲାପାଳ  ଚାକିରିରୁ ନିଲମ୍ବିତ କରିଥିଲେ।  ୨ ମାସ ତଳେ ନିରଞ୍ଜନଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା। ଏହାର ବିଭାଗୀୟ ତଦନ୍ତ ହେବା ପରେ କମିଶନର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.