ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

World Cup 2023: ବିଶ୍ୱକପ୍ ପାଇଁ ବିସିସିଆଇ ବିକ୍ରି କରିବ ୪ ଲକ୍ଷ ଟିକେଟ୍, ଜାଣନ୍ତୁ କେବେଠୁ କିଣିବେ...

ମୁମ୍ବାଇ୦୬/୦୯: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଆଗାମୀ ବିଶ୍ୱକପ୍ ପାଇଁ ବିସିସିଆଇ ୪ ଲକ୍ଷ ଟିକେଟ୍ ବିକ୍ରି କରିବ । ଆପଣ ଚାହିଁଲେ ଅନଲାଇନରେ ଟିକେଟ୍ ବୁକ୍ କରି ପାରିବେ । ଏନେଇ ବିସିସିଆଇ ସୂଚନା ଦେବା ସହ ଟିକେଟ୍ ଚାହିଦା ଥିବା ଦର୍ଶାଇଛି ।

ପାକିସ୍ତାନର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡଲାଇଟ୍, ପ୍ରାୟ ଅଧଘଣ୍ଟା ବନ୍ଦ ରହିଲା ଖେଳ

ବିସିସିଆଇ କହିଛି, ଚାହିଦାକୁ ଦେଖି ଟିକେଟ୍ ସଂଖ୍ୟା ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି । ଆଗାମୀ ପର୍ଯ୍ୟାୟରେ ପ୍ରାୟ ୪ ଲକ୍ଷ ଟିକେଟ୍ ବିକ୍ରି କରାଯିବ । ଏଥିପାଇଁ ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବୁକିଂ ।




https://tickets.cricketworldcup.com ୱେବସାଇଟକୁ ଯାଇ କ୍ରିକେଟ ପ୍ରେମୀ ଟିକେଟ୍ ବୁକ୍ କରି ପାରିବେ । ସେପ୍ଟେମ୍ବର ୮ ରାତି ୮ଟାରୁ ଆରମ୍ଭ ହେବ ଟିକେଟ୍ ବୁକିଂ । ଏହା ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ବୁକିଂ । ତୃତୀୟ ପର୍ଯ୍ୟାୟ ବୁକିଂ ହେଲେ ବିସିସିଆଇ ଆଗୁଆ ସୂଚନା ଦେବ । 

ଏସିଆ କପ୍-୨୦୨୩: ସୁପର-୪ର ପ୍ରଥମ ମ୍ୟାଚ୍ ଜିତିଲା ପାକିସ୍ତାନ

ସୂଚନାଯୋଗ୍ୟ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ । ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନଭେମ୍ବର ୧୯ରେ ଖେଳାଯିବ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ । 

  • BCCI
  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.