ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

Exit Polls: ଛତିଶଗଡ଼ରେ କିଏ ଗଢ଼ିବ ସରକାର ? ଏକଜିଟ୍‌ ପୋଲରୁ ମିଳିଲା ବଡ଼ ସଂକେତ

ନୂଆଦିଲ୍ଲୀ: ଆଜି ତେଲେଙ୍ଗାନାରା ମତଦାନ ସହ ଶେଷ ହୋଇଛି ୫ ରାଜ୍ୟର ନିର୍ବାଚନ । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗାନାର ନିର୍ବାଚନ ଶେଷ ହୋଇଥିବା ବେଳେ ଏକଜିଟ୍‌ ପୋଲ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଏକଜିଟ ପୋଲର ରିପୋର୍ଟ ଅନୁସାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କାହାକୁ ମିଳିବ ସଂଖ୍ୟା ଗରିଷ୍ଠତା ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ  ବୃଦ୍ଧି ପାଇବାରେ ଲାଗିଛି ।

 ଇଣ୍ଡିଆ ଟୁଡେ(India Today) ଏକଜିଟ୍‌ ପୋଲ କହୁଛି ଯେ, ୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ବିଜେପିକୁ ୩୬ରୁ ୪୦ ସିଟ୍‌ ମିଳିବାକୁ ଥିବା ବେଳେ କଂଗ୍ରେସ ଖାତାକୁ ୪୦ରୁ ୫୦ ଆସନ ଯାଇପାରେ । ଏଠାରେ ମ୍ୟାଜିକ ନମ୍ବର ୪୬ ହୋଇଥିବା ବେଳେ ସରକାର ଗଢ଼ିବାରେ ସାମାନ୍ୟ ପଛରେ ରହିପାରେ ବିଜେପି ।

CNN-News18 Exit Poll

କଂଗ୍ରେସ- ୪୭

ବିଜେପି-୪୦

ଅନ୍ୟ-୩

ମୋଟ ଆସନ-୯୦

C voter

କଂଗ୍ରେସ: ୪୧-୫୩

ବିଜେପି: ୩୬-୪୬

ଅନ୍ୟ: ୧-୫

India Tv CNX 

ବିଜେପି: ୩୦-୪୦

କଂଗ୍ରେସ: ୪୬-୫୬

Jan Ki Baat

ବିଜେପି: ୩୪-୪୫

କଂଗ୍ରେସ: ୪୨-୪୩

News 24-Today’s Chanakya

ବିଜେପି- ୩୩

କଂଗ୍ରେସ- ୫୭

Republic TV-Matrize

ବିଜେପି: ୩୪-୪୨

କଂଗ୍ରେସ: ୪୪-୫୨

TV9 BharatVarsh(Polstart)

ବିଜେପି: ୩୫-୪୫

କଂଗ୍ରେସ: ୪୦-୫୦

 

  • assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.