ପ୍ରମୁଖ ଖବର
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

Exit Polls: ଛତିଶଗଡ଼ରେ କିଏ ଗଢ଼ିବ ସରକାର ? ଏକଜିଟ୍‌ ପୋଲରୁ ମିଳିଲା ବଡ଼ ସଂକେତ

ନୂଆଦିଲ୍ଲୀ: ଆଜି ତେଲେଙ୍ଗାନାରା ମତଦାନ ସହ ଶେଷ ହୋଇଛି ୫ ରାଜ୍ୟର ନିର୍ବାଚନ । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗାନାର ନିର୍ବାଚନ ଶେଷ ହୋଇଥିବା ବେଳେ ଏକଜିଟ୍‌ ପୋଲ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଏକଜିଟ ପୋଲର ରିପୋର୍ଟ ଅନୁସାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କାହାକୁ ମିଳିବ ସଂଖ୍ୟା ଗରିଷ୍ଠତା ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ  ବୃଦ୍ଧି ପାଇବାରେ ଲାଗିଛି ।

 ଇଣ୍ଡିଆ ଟୁଡେ(India Today) ଏକଜିଟ୍‌ ପୋଲ କହୁଛି ଯେ, ୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ବିଜେପିକୁ ୩୬ରୁ ୪୦ ସିଟ୍‌ ମିଳିବାକୁ ଥିବା ବେଳେ କଂଗ୍ରେସ ଖାତାକୁ ୪୦ରୁ ୫୦ ଆସନ ଯାଇପାରେ । ଏଠାରେ ମ୍ୟାଜିକ ନମ୍ବର ୪୬ ହୋଇଥିବା ବେଳେ ସରକାର ଗଢ଼ିବାରେ ସାମାନ୍ୟ ପଛରେ ରହିପାରେ ବିଜେପି ।

CNN-News18 Exit Poll

କଂଗ୍ରେସ- ୪୭

ବିଜେପି-୪୦

ଅନ୍ୟ-୩

ମୋଟ ଆସନ-୯୦

C voter

କଂଗ୍ରେସ: ୪୧-୫୩

ବିଜେପି: ୩୬-୪୬

ଅନ୍ୟ: ୧-୫

India Tv CNX 

ବିଜେପି: ୩୦-୪୦

କଂଗ୍ରେସ: ୪୬-୫୬

Jan Ki Baat

ବିଜେପି: ୩୪-୪୫

କଂଗ୍ରେସ: ୪୨-୪୩

News 24-Today’s Chanakya

ବିଜେପି- ୩୩

କଂଗ୍ରେସ- ୫୭

Republic TV-Matrize

ବିଜେପି: ୩୪-୪୨

କଂଗ୍ରେସ: ୪୪-୫୨

TV9 BharatVarsh(Polstart)

ବିଜେପି: ୩୫-୪୫

କଂଗ୍ରେସ: ୪୦-୫୦

 

  • assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.