ଦାରିଙ୍ଗବାଡି, ୨୮/୨ : ଦାରିଙ୍ଗବାଡି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଶୌଚାଳୟରେ ତାଲା ପଡ଼ିଥିବା ନେଇ ଖବର ପ୍ରକାଶ ପାଇବା ପରେ ବୁଧବାର ସକାଳୁ ତାଲା ଖୋଲା ଯାଇଥିବା ଦେଖିବାକୁ ମିଳିଛି। ତାଲା ଖୋଲିବା ଫଳରେ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଶୌଚାଳୟ ବ୍ୟବହାର କରିଛନ୍ତି । ଆଉ ପଥପ୍ରାନ୍ତ ସେବା କେନ୍ଦ୍ରକୁ ଯିବାକୁ ପଡୁନାହିଁ । ତାଲା ଖୋଲିବା ପରେ ଲୋକେ ଖୁସି ହୋଇଛନ୍ତି। ଗତ ୧୭ ତାରିଖ ଦିନ ଆମ ହସ୍ପିଟାଲ ଯୋଜନାରେ ଉଦ୍ଘାଟନ ହେବା ପର ଠାରୁ ଶୌଚାଳୟରେ ତାଲା ଝୁଲୁଥିଲା।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...