ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ ଯବାନ’ ପାଇଁ ଗୁଗଲରେ ଲାଗିଛି ଉତ୍ସବ , ସର୍ଚ୍ଚ କରିବା କ୍ଷଣି ମିଳୁଛି ସରପ୍ରାଇଜ୍

ମୁମ୍ୱାଇ – ସୋସିଆଲ ମିଡ଼ିଆରୁ ନେଇ ସାଧାରଣ ଲୋକଙ୍କ ଯାଏ , ସବୁଠି ଶାହରୁଖ ଖାନଙ୍କ ଯବାନ ବ୍ୟାପି ଯାଇଛି। ଶୁକ୍ରବାର ଫିଲ୍ମ ରିଲିଜ ହୋଇଛି ଏବଂ ଏହା ପ୍ରଥମ ଦିନ କଲେକ୍ସନ ମାମଲାରେ ପଠାନକୁ ପଛରେ ପକାଇ ଦେଇଛି। ଯବାନକୁ ବମ୍ପର ଓପନିଂ ମିଳିଛି। କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ଫିଲ୍ମକୁ ଜବରଦସ୍ତ ରେସ୍ପନ୍ସ ମିଳିଛି। ଏଥିରେ ଅଷ୍ଟ୍ରେଲିଆ ,ନ୍ୟୁଜିଲାଣ୍ଡ ଓ ଜର୍ମାନୀ ଟପ୍‌ରେ ରହିଛନ୍ତି। ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ତ ତାଙ୍କର ଫିଲ୍ମ କୌଣସି ଉତ୍ସବା ଠାର ବି କମ୍‌ ନୁହେଁ ଏବଂ ସେମାନେ ବି ଏହାର ସେଲିବ୍ରେସନ ଜୋରସୋରରେ କରୁଛନ୍ତି। ଏବେ ଗୁଗଲ ଇଣ୍ଡିଆ ବି ଯବାନର ଉତ୍ସବରେ ସାମିଲ ହୋଇ ଯାଇଛି। 

ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ' ପ୍ରଥମ ଦିନରୁ ହିଁ ହୋଇଗଲା ଲିକ୍

ଗୁଗଲ ସର୍ଚ୍ଚରେ ଯାଇ ଯବାନ ବା ଶାହାରୁଖ ଖାନ ଲେଖି ସର୍ଚ୍ଚ କରିଲେ , ଆପଣଙ୍କୁ ବଡ଼ ସରପ୍ରାଇଜ୍‌ ଦେଖିବାକୁ ମିଳିବ। ଏଥିପାଇଁ ପ୍ରଥମେ ଆପଣ ନିଜର ବ୍ରାଉଜରରେ ଗୁଗଲର ପେଜ୍‌ ଖୋଲନ୍ତୁ। ଏହାପରେ ସର୍ଚ୍ଚରେ ଯବାନ ବା ଶାହରୁଖ ଖାନ ଲେଖନ୍ତୁ। ଆଗାମୀ ଷ୍ଟେପ୍‌ରେ ଆପଣଙ୍କୁ ତଳେ ୱାକି ଟକି ଦେଖିବାକୁ ମିଳିବ, ଯାହାକୁ କ୍ଲିକ୍‌ କରିବାକୁ ହେବ। କ୍ଲିକ୍‌ କରିବା କ୍ଷଣି ପୂରା ସ୍କ୍ରିନ୍‌ରେ ବ୍ୟାଣ୍ଡେଡ୍‌ର ରୋଲ୍‌ ଦେଖାଯିବ ଏବଂ ବ୍ୟାକଗ୍ରାଉଣ୍ଡରେ ଶାହରୁଖଙ୍କର ସ୍ୱର ଶୁଣାଯିବ ରେଡି। ଫିଲ୍ମରେ ଏହା ସେ ଇଣ୍ଟରଭାଲ ସମୟରେ କହିଛନ୍ତି।  

ଗୁଗଲ ଇଣ୍ଡିଆ ଏକ୍ସ ହ୍ୟାଣ୍ଡେଲ (ପୂର୍ବର ଟ୍ୱିଟର)ରେ ଏହି ସୂଚନା ସେୟାର କରିଛି। ଟ୍ୱିଟ୍‌ରେ ଲେଖାଯାଇଛି, ନିରାଶ କରି ଆମକୁ ଏମିତି ଯାଅନାହିଁ। ଆପଣଙ୍କୁ ଆମର ରାଣ ଗୁଗଲରେ ଯବାନ ସର୍ଚ୍ଚ କରନ୍ତୁ। ଆଗକୁ ଷ୍ଟେପ୍ସ କୁହାଯାଇଛି କି କେମିତି ଏହା ଦେଖାଯିବ। ଏହାସହ ହ୍ୟାଶଟ୍ୟାଗ୍‌ ଲେଖି ଯାଇଛି- #Dhoondenga TohMilega #JawanOnGoogle .

ଫ୍ୟାନ୍‌ଙ୍କ ଭିଡ଼ର ଭିଡିଓ ଉପରେ ପ୍ରତିକ୍ରିୟା ଦେଲେ ଶାହରୁଖ, ଲେଖିଲେ- ଆପଣଙ୍କୁ ଥିଏଟର ଯିବାର...

‘ପଠାନ’ ର ରେକର୍ଡ ଭାଙ୍ଗିଛି-  

‘ଯବାନ’ର ନିର୍ଦ୍ଦେଶନା ଦେଇଛନ୍ତି ଏଟଲୀ। ଫିଲ୍ମର ଅନ୍ୟ କଳାକାରମାନେ ହେଲେ ନୟନତାରା ,ବିଜୟ ସେତୁପତି ,ସାନ୍ୟା ମଲହୋତ୍ରା, ପ୍ରିୟାମଣି , ରିଦ୍ଧି ଡୋଗରା , ସୁନିଲ ଗ୍ରୋଭର ଓ ଦୀପିକା ପାଦୁକୋଣ। ଫିଲ୍ମକୁ ହିନ୍ଦି,ତାମିଲ, ତେଲୁଗୁରେ ରିଲିଜ କରାଯାଇଛି। ଫିଲ୍ମଟି ପ୍ରଥମ ଦିନ ୬୫ କୋଟି ଟଙ୍କାର ବିଜନେସ୍‌ କରିଛି , ଯାହା ପଠାନ ଠାରୁ ୧୯ ପ୍ରତିଶତ ଅଧିକ। ପଠାନ ୫୫ କୋଟି ଟଙ୍କାର ଆୟ କରିଥିଲା , କେଜିଏଫ ୨ ହିନ୍ଦି କଲେକ୍ସନ ୫୩.୯୫କୋଟି ଟଙ୍କା ଥିଲା। 

Copyright © 2022 - Summa Real Media Private Limited. All Rights Reserved.