ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସୁଟିଂ ସାରି ଫେରୁଥିବା ବେଳେ ସିରିଏଲ୍ ଭାଗ୍ୟରେଖାର ଗାଡି ଦୁର୍ଘଟଣାଗ୍ରସ୍ତ, କାର୍ ଭିତରେ ଥିଲେ ୩ କଳାକାର

ଭୁବନେଶ୍ଵର, ୧୯/୦୬ : ବାଲୁକୁଦାରୁ ସୁଟିଂ ସାରି ଫେରୁଥିବା ବେଳେ ବିଳମ୍ଵିତ ରାତିରେ ଓଡ଼ିଆ ସିରିଏଲ୍ ଭାଗ୍ୟରେଖାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଜିପାଟଣା ନିକଟବର୍ତ୍ତୀ କୁଆଖାଇ ବ୍ରିଜ୍ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଏହି କାର୍‌ରେ ୩ ଜଣ ଓଡ଼ିଆ କଳାକାର ଥିବା ସୂଚନା ମିଳିଛି। ଦୁର୍ଘଟଣା ଫଳରେ କାର୍‌ଟି କ୍ଷତିଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣା ଫଳରେ ଟ୍ରକ୍‌ଟି କୁଆଖାଇ ନଦୀକୁ ଓଲଟି ପଡିଛି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.