ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର ୨୧/୦୫: ବିଜେପି ଫୋକସରେ ଓଡ଼ିଶା। ହେଭିଓ୍ବେଟ୍ ନେତାଙ୍କ ଚାଲିଛି ମାରାଥନ୍ ପ୍ରଚାର। ମେ' ୨୨ର ଅର୍ଥାତ ବୁଧବାର ଓଡ଼ିଶା ଆସିବେ ବିଜେପି ସଂସାଦ ପ୍ରାର୍ଥୀ ଅରୁଣ ଗୋଭିଲ। ଏହି ଗସ୍ତ ଅବସବରେ ବିଜେପି ନେତା ଅରୁଣ ଗୋଭିଲ ୪ଟି ସଭାରେ ଦେବେ ଯୋଗ।  ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ‌ ହେବାକୁ ଥିବା ସଭାରେ ସାମିଲ ହେବେ।

ମେ' ୨୩ ଅର୍ଥାତ ଗୁରୁବାର ତୃତୀୟ ଥର ପାଇଁ ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ କରିବେ ମାରାଥନ୍ ପ୍ରଚାର। ବିଶାଳସମାବେଶ କର୍ମୀଙ୍କୁ ମନରେ ଭରିବେ ଜୋସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.