ସମ୍ବଲପୁର, ୨୬।୩ : ସମ୍ବଲପୁରରେ ବୋମା ମାଡ । ସହରର ପିରବାବା ଛକରେ ବୋମାମାଡ । ଅଜଣା ଦୁର୍ବୃତ୍ତଙ୍କ ବୋମାମାଡରେ ୩ଜଣ ଆହତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଆଶଙ୍କା କରାଯାଉଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ ଅଭିଯୁକ୍ତ ଫେରାର ଅଛନ୍ତି | ଏଥିରେ ଜଣେ ରିକ୍ସା ଚାଳକ ଆହତ ହୋଇଥିବାବେଳେ ବୁଲେଟ ଗାଡିଟି ସାମାନ୍ୟ ପୋଡି ଯାଇଛି ।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...