ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପାଖେଇ ଆସୁଛି ବାଲିଯାତ୍ରା: ଟନେଲ୍‌ ଆକ୍ୱାରିୟମ୍‌ ଖଞ୍ଜିବା ଆରମ୍ଭ, କୁମ୍ଭୀର ଓ ହାତୀ ଦେଖିବାକୁ ଉତ୍ସୁକତା

କଟକ,୧୬/୧୧: ବଡ ବଡ  କାଚ ଓ ଲୁହାର ଟନେଲ୍‌ । ସେଥିରେ ଜଳପରୀ ସହିତ ଭଗବାନ ବିଷ୍ଣୁ । ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଥିବା ଟନେଲ୍‌ ଆକ୍ୱାରିୟମ୍‌ ଖଞ୍ଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଏହାର ପ୍ରବେଶ ପଥ ଓ ଭିତରେ  ଆକର୍ଷଣ ପାଇଁ ଆସିଥିବା ନକଲି କୁମ୍ଭୀର ଓ ହାତୀ ଆସିଛି । ଯାହା ପଡିଆରେ ରଖା ଯାଇଥିଲାବେଳେ ଏହାକୁ ଦେଖିବାକୁ ଭିଡ ଜମୁଛି । 

୧୫ଟି ପାର୍କିଂ ଜାଗା ପାଇଁ ଟେଣ୍ଡର ଡାକିଲା ସିଏମ୍‌ସି

ପ୍ରଥମ ଥର ପାଇଁ  ବାଲିଯାତ୍ରାରେ ଦେଖିବାକୁ ମିଳିବ ଟନେଲ୍‌ ଆକ୍ୱାରିୟମ୍‌ । କେରଳରୁ ଟ୍ରକ୍‌ ଯୋଗେ ଆଣି ବାଲିଯାତ୍ରା ତଳ ପଡିଆରେ ଏହାକୁ ସ୍ଥାପନ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ୧୪ଟି ଟ୍ରକ୍‌  ଯୋଗେ ବିଭିନ୍ନ ସାମଗ୍ରୀ  ଆସିଥିଲାବେଳେ ଏହାକୁ  ଖଞ୍ଜିବା ପାଇଁ ୫୦ରୁ ୬୦ଜଣ ଶ୍ରମିକ ଲାଗିପଡିଛନ୍ତି । ବାକି ୧୨ଟି ଟ୍ରକ୍‌ରେ ସାମଗ୍ରୀ ଆସୁଛି । ଏହାସହ ୨୫ତାରିଖରେ ଉଡାଜାହାଜ ଯୋଗେ ରଙ୍ଗିନ ମାଛ ଆଣି ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ।

  • prameyanews
  • PrameyaOdia
  • prameya
  • BaliYatra
  • Copyright © 2022 - Summa Real Media Private Limited. All Rights Reserved.