ପ୍ରମୁଖ ଖବର
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ବୁଦା ଭିତରୁ ନାବାଳକ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ଅଭିଯୋଗ

ବଲାଙ୍ଗୀର, ୩୦।୪ : ଚାଷ ଜମି  ବୁଦାଭିତରୁ ମିଳିଛି ନାବାଳକର ମୃତଦେହ। ସଇଁନ୍ତଳା ଥାନା ଭେଜିପଦର ଗାଁରେ ଘଟିଛି ଏଭଳି ଘଟଣା। ନାବାଳକକୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତ ନାବାଳକ ଜଣକ  ଭେଜିପଦର ଗାଁ ର ବିଘ୍ନରାଜ ବଗର୍ତ୍ତି ଙ୍କ ପୁଅ ରଂଜନ ବଗର୍ତ୍ତି ।ହତ୍ୟା କରି ବୁଦାଭିତରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  ଘଟଣା ସ୍ଥଳରେ ପୋଲିସ  ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢନ୍ତୁ : ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସହର : ବାରିପଦାରେ ପାରଦ ୪୬.୪ , ଭୁବନେଶ୍ବରେ ୪୫.୪ ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.