ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଦୀପାବଳିରେ କଳାକନା ବୁଲାଇଲା ଚୋର, ଘରେ ପଶି ଲୁଟିନେଲା ନଗଦ ଟଙ୍କା ସହ ଅଳଙ୍କାର

ଭୁବନେଶ୍ବର ୧୩/୧୧: ଦୀପାବଳିରେ ବାହାରେ ବାଣ ଫୁଟାଉଥିଲେ ଘରଲୋକ। ଏହା ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଚୋର ।ଲୁଟି ନେଲା ନଗଦ ଟଙ୍କା ସହ ଅଳଙ୍କାର। ଏଭଳି ଲୁଟ ଘଟଣା ଖଣ୍ଡଗିରି ଥାନା ଅଞ୍ଚଳରେ କଳିଙ୍ଗ ନଗରରେ ଘଟିଛି। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ରବିବାର ରାତିରେ ସ୍ବାମୀ ସ୍ତ୍ରୀଓ ପୁଅ ଘର ବାହାରେ ବାଣ ଫୁଟାଇବାରେ ବ୍ୟସ୍ତ ଥିବା ବେଳେ ଘର ପଛପଟୁ ପଶିଥିଲା ଚେରା। ବେଡ୍ ରୁମ୍ ଥିବା ଆଲମିରା ଭିତରେ ମଙ୍ଗଳସୂତ୍ର, ୫ଟି ସୁନା ମୁଦି, ୨ଟି କାନଫୁଲ ଓ ନଗଦ ଟଙ୍କା ଲୁଟ କରିଥିଲା ଚୋର। ଏନେଇ ଖଣ୍ଡଗିରି ଥାନରେ ଅଭିଯୋଗ କରାଯାଇଛି। 


Copyright © 2022 - Summa Real Media Private Limited. All Rights Reserved.