ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ତେଣ୍ଟୋ ଜଙ୍ଗଲରେ ଏନକାଉଣ୍ଟର, ଛତ୍ରଭଙ୍ଗ ଦେଲେ ମାଓବାଦୀ

ରାଉରକେଲା, ୧୦/୦୬ : ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ଗୋଏଲ କେରା ଥାନା ତେଣ୍ଟୋ ଜଙ୍ଗଲରେ ଏନକାଉଣ୍ଟର। ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ। ସୁରକ୍ଷାବାହିନୀର ଆଖିବୁଜା ଗୁଳିମାଡ଼ରେ ଛତ୍ରଭଙ୍ଗ ଦେଲେ ମାଓବାଦୀ। ସ୍ଥାନୀୟ ଅଞ୍ଚଳରେ କମ୍ଵିଂ ଅପରେସନ ଜାରି।

ସୂଚନାନୁଯାୟୀ, ଝାଡ଼ଖଣ୍ଡ ଗୋଏଲ କେରା ଥାନା ତେଣ୍ଟୋ ଜଙ୍ଗଲରେ CRPF, ଝାଡ଼ଖଣ୍ଡ ଜାଗୁଆର ସହ ସ୍ଥାନୀୟ ପୋଲିସ ମିଳିତ ଭାବରେ କମ୍ଵିଂ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷାବାହିନୀ ଏହାର ପ୍ରତିଜବାବ ଦେଇଥିଲା। ସୁରକ୍ଷାବାହିନୀର ଆଖିବୁଜା ଗୁଳିମାଡ଼ରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ୧୨ଟି ବନ୍ଧୁକ, ୪୩୫ ରାଉଣ୍ଡ ଜୀବନ୍ତ ଗୁଳି, ମାଗାଜିନ୍, ୯ଟି ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ସମସ୍ତ ସାମଗ୍ରୀ ମାଟି ତଳେ ପୋତା ଯାଇଥିବା ଅବସ୍ଥାରେ ଠାବ ହୋଇଛି। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.