ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେଡେରାଲ ରିଜର୍ଭର ଅଧ୍ୟକ୍ଷ ଜେରୋମ ପାୱେଲଙ୍କୁ କରୋନା, ସଙ୍ଗରୋଧରେ ଘରୁ କରୁଛନ୍ତି କାମ

ୱାଶିଂଟନ୍‌,୧୮/୦୫: ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭର ଅଧ୍ୟକ୍ଷ ଜେରୋମ ପାୱେଲ(୬୯) କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କୋଭିଡର  ହାଲ୍‌କା ଲକ୍ଷଣ ଦେଖାଯାଇଥିବା ବ୍ୟାଙ୍କ  ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସେ ସଙ୍ଗରୋଧରେ ରହିବା ସହ ଘରୁ କାମ କରୁଛନ୍ତି । ସେ କୋଭିଡ-୧୯ର  ଟିକା ଏବଂ ବୁଷ୍ଟର ଡୋଜ୍‌ ନେଇଥିଲେ ।  କିଛି ମାସ ତଳେ ସ୍ୱିଡେନର ଏକ କାର୍ଯ୍ୟକ୍ରମରେ ପାୱେଲଙ୍କୁ ଶେଷ ଥର  ପାଇଁ ଦେଖାଯାଇଥିଲା । ଫେଡେରାଲ ରିଜର୍ଭର ଆଗାମୀ ବୈଠକ ଜାନୁଆରି ୩୧ରୁ ଫେବ୍ରୁଆରୀ ୧ ଯାଏ ଅନୁଷ୍ଠିତ ହେବ । ସୁଧହାର ୦.୨୫% ହ୍ରାସ  ହୋଇପାରେ ବୋଲି ବଜାର ବିଶେଷଜ୍ଞ ଅନୁମାନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.