ରାଉରକେଲା, ୧୩।୧୧ ଚଳନ୍ତା କାର ରେ ଲାଗିଲା ନିଆଁ । ଏଥିରେ କାରଟି ସଂପୂର୍ଣ୍ଣ ଜଳିଯାଇଛି। ୧୪୩ ଜାତୀୟ ରାଜପଥ ଫେଟ୍ ଖୋଲ ନିକଟରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କାର ରେ ଥିବା ସମସ୍ତ ଲୋକେ ସୁରକ୍ଷିତ ଅଛନ୍ତି । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଆପ୍ ସରକାରଙ୍କ ସବୁଠୁ ଅଧିକ ବିଭାଗର ଦାୟିତ୍ବ ପାଇଥିବା...