ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ବର୍ଷା ହେଲେ ରିଜର୍ଭ ଡେ’ରେ ଖେଳା ଯିବନି ଭାରତ-ଇଂଲଣ୍ଡ ସେମିଫାଇନାଲ, ଜାଣନ୍ତୁ କ’ଣ ପାଇଁ ?

ନୂଆଦିଲ୍ଲୀ,୨୭।୬: ଓ୍ବେଷ୍ଟ ଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ବକପ୍ ୨୦୨୪ର ଦ୍ବିତୀୟ ସେମିଫାଇନାଲକୁ ନେଇ ଏକ ବଡ ଅପଡେଟ୍ ସାମନାକୁ ଆସିଛି। ଏହା ହେଉଛି ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍, ଭାରତ ଓ ଇଂଲଣ୍ଡ ଭିତରେ ଆଜି ରାତି ୮ଟାରେ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ସହରରେ ବର୍ଷା ହେବାର ସମ୍ଭାବନା ରହିଛି। ଇଣ୍ଟରନ୍ୟାସାଲ କ୍ରିକେଟ କାଉନସିଲ(ଆଇସିସି) ଦ୍ବିତୀୟ ସେମିଫାଇନାଲ ପାଇଁ ରିଜର୍ଭ ଡେ’ରେ ରଖାଯାଇ ନାହିଁ। ଏହା ବଦଳରେ ୨୫୦ ମନିଟ୍(୪ ଘଣ୍ଟା ୧୦ ମିନିଟ୍)ର ଅତିରିକ୍ତ ଟାଇମ୍ ଦିଆଯାଇଛି।  ଯଦି ଏହି ସମୟରେ ମ୍ୟାଚ୍‌ ନହୁଏ ତେବେ ତାକୁ ରଦ୍ଦ କରିବାକୁ ପଡିବ। 

ସେଭଳି ଆଇସିସି ଟି-୨୦ ଓ୍ବାର୍ଲ୍ଡକପ୍ ୨୦୨୪ ପୂର୍ବରୁ ସେମିଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ’ ରଖାଯାଇଥିଲା। ତେବେ ଏହାର କୌଣସି ଦରକାର ପଡିନଥିଲା ଓ ସାଉଥ୍ ଆଫ୍ରିକା ପକ୍ଷରୁ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି। ଏବେ ଫ୍ୟାନ୍‌ଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଆଇସିସି ଦ୍ବିତୀୟ ସେମିଫାଇନାଲ ପାଇଁ କାହିଁକି ରିଜର୍ଭ ଡେ’ ରଖି ନାହିଁ ? ଏହାର ଜବାବ ଏବେ ନିଜେ ଆଇସିସି ଦେଇଛି। 

ଆଇସିସି ମୁଖଫାତ୍ର କହିଛନ୍ତି, ଦ୍ବିତୀୟ ମେସି ଫାଇନାଲରେ ରିଜର୍ଭ ଡେ’ ରନଖିବାର ନିଷ୍ପତ୍ତି ଏଥିପାଇଁ ନିଆଯାଇଛି, କାରଣ ଟିମ୍‌କୁ ଲଗାତାର ଯାତ୍ରା ଯେପରି ନକରିବାକୁ ପଡୁ। ସେ କହିଛନ୍ତି, ଟିମ୍‌ର ପ୍ରଦର୍ଶନକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ଟିମକୁ ଲଗାତାର ‘ଖେଳ-ଯାତ୍ରା-ଖେଳ’ ନକରିବାକୁ ପଡିବ। ସେ କହିଛନ୍ତି, ଦ୍ବିତୀୟ ସେମିଫାଇନାଲ ପାଇଁ ଏକ୍ସଟ୍ରା ଟାଇମ୍(୪ ଘଣ୍ଟା‌ ୧୦ ମିନିଟ) ରଖିବାକୁ ନିଷ୍ପତ୍ତି  ନେଇଛି, କାରଣ ଏହି ମ୍ୟାଚ୍ ସକାଳ ୧୦ଟା ୩୦ ମିନିଟ୍‌ରେ (ଓ୍ବେଷ୍ଟଇଣ୍ଡିଜ୍ ଟାଇମ୍) ଆରମ୍ଭ ହେବ, ସେଭଳି ପ୍ରଥମ ସେମିଫାଇନାଲ ୨୬ ଜୁନ୍ ରାତି ଅର୍ଥାତ ଭାରତୀୟ ସମୟ ଅନୁସାରେ, ୨୭ ଜୁନ୍‌ ସକାଳେ ଖେଳାଯାଇଥିଲା। ସେଭଳି ଭାରତ ଓ ଇଂଲଣ୍ଡ ଭିତରେ ସେମିଫାଇନାଲ ସ୍ଥାନୀୟ ସମୟ ଅନୁସାରେ, ୨୭ ଜୁନ୍‌ ସକାଳ ୧୦ଟା ୩୦ ମିନିଟ୍‌ରେ ଭାରତୀୟ ସମୟ ଅନୁସାରେ, ରାତି ୮ଟା ରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.