ପୁରୀ, ୧୬।୫ ପୁରୀ ରେଳଷ୍ଟେସନ ୨ ନଂ ପ୍ଲାଟଫର୍ମରେ ଯାତ୍ରୀଙ୍କୁ ଛୁରାମାଡ। ଛୁରାମାଡର ଶିକାର ହୋଇଥିବା ଯାତ୍ରୀ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ରତନ୍। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଆରପିଏଫ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...