ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ପଞ୍ଜାବରେ ୭ଟି ଆସନରେ ଆଗୁଆ କଂଗ୍ରେସ, ଖଣ୍ଡୁର ସାହିବ ଆସନରୁ ଖଲିସ୍ତାନୀ ନେତା ଅମୃତପାଲ ସିଂହ ଆଗରେ

ଚଣ୍ଡୀଗଡ,୪।୬: ୭ଟି ପର୍ଯ୍ୟାୟରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଯିବ। କିଛି ଘଣ୍ଟା ପରେ ସ୍ଥିତି ହୋଇଯିବ ସ୍ପଷ୍ଟ। ସାରା ଦେଶରରେ ୫୪୨ ଟି ଆସନରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ତେବେ ଏପର୍ଯ୍ୟନ୍ତ ପଞ୍ଜାବର ୧୩ଟି ଆସନରୁ ୭ଟିରେ କଂଗ୍ରେସ ଆଗୁଆ ଚାଲିଛି। ରାଜ୍ୟରେ ଶାସକ ଦଳ ଆମ ଆଦମୀ ପାର୍ଟି ୩ଟି ଆସନରେ, ଶିରୋମଣି ଅକାଳୀ ଦଳ ଗୋଟିଏ ଆସନରେ ଆଗୁଆ ରହିଛି। ଖଣ୍ଡୁର ସାହିବ ଆସନରୁ ଖଲିସ୍ତାନୀ ନେତା ଅମୃତପାଲ ସିଂହ ଆଗରେ ଥିବାର ଜଣାପଡିଛି।

ପଞ୍ଜାବରେ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ୧ ଜୁନ୍‌ରେ ଭୋଟିଂ ହୋଇଥିଲା। ଏହି ସମୟରେ ୬୨.୮୦% ମତଦାନ ରେକର୍ଡ କରାଯାଇଛି। ପଞ୍ଜାବରେ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ଓ ଶିରୋମଣି ଅକାଳୀ ଦଳ ଭିତରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା  ଚାଲିଛି। ଦିଲ୍ଲୀରେ ଲୋକସଭା ଆସନରେ ନିର୍ବାଚନ ଲଢୁଥିବା ଇଣ୍ଡିଆ ମେଣ୍ଟର ସଦସ୍ୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ପଞ୍ଜାବରେ ଅଲଗା ଭାବରେ ଲଢୁଛି।  

  • prameyanews
  • PrameyaOdia
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.