ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଞ୍ଜାବରେ ୭ଟି ଆସନରେ ଆଗୁଆ କଂଗ୍ରେସ, ଖଣ୍ଡୁର ସାହିବ ଆସନରୁ ଖଲିସ୍ତାନୀ ନେତା ଅମୃତପାଲ ସିଂହ ଆଗରେ

ଚଣ୍ଡୀଗଡ,୪।୬: ୭ଟି ପର୍ଯ୍ୟାୟରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଯିବ। କିଛି ଘଣ୍ଟା ପରେ ସ୍ଥିତି ହୋଇଯିବ ସ୍ପଷ୍ଟ। ସାରା ଦେଶରରେ ୫୪୨ ଟି ଆସନରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ତେବେ ଏପର୍ଯ୍ୟନ୍ତ ପଞ୍ଜାବର ୧୩ଟି ଆସନରୁ ୭ଟିରେ କଂଗ୍ରେସ ଆଗୁଆ ଚାଲିଛି। ରାଜ୍ୟରେ ଶାସକ ଦଳ ଆମ ଆଦମୀ ପାର୍ଟି ୩ଟି ଆସନରେ, ଶିରୋମଣି ଅକାଳୀ ଦଳ ଗୋଟିଏ ଆସନରେ ଆଗୁଆ ରହିଛି। ଖଣ୍ଡୁର ସାହିବ ଆସନରୁ ଖଲିସ୍ତାନୀ ନେତା ଅମୃତପାଲ ସିଂହ ଆଗରେ ଥିବାର ଜଣାପଡିଛି।

ପଞ୍ଜାବରେ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ୧ ଜୁନ୍‌ରେ ଭୋଟିଂ ହୋଇଥିଲା। ଏହି ସମୟରେ ୬୨.୮୦% ମତଦାନ ରେକର୍ଡ କରାଯାଇଛି। ପଞ୍ଜାବରେ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ଓ ଶିରୋମଣି ଅକାଳୀ ଦଳ ଭିତରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା  ଚାଲିଛି। ଦିଲ୍ଲୀରେ ଲୋକସଭା ଆସନରେ ନିର୍ବାଚନ ଲଢୁଥିବା ଇଣ୍ଡିଆ ମେଣ୍ଟର ସଦସ୍ୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ପଞ୍ଜାବରେ ଅଲଗା ଭାବରେ ଲଢୁଛି।  

  • prameyanews
  • PrameyaOdia
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.