ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ସୁନିତା ଓ୍ବିଲିୟମ୍ସଙ୍କୁ ଫେରାଇ ଆଣିବ ଏଲନ୍ ମସ୍କଙ୍କ ରକେଟ, ନାସା କଲା ପ୍ରସ୍ତୁତି: ସଙ୍କଟରେ ଜୀବନ !

ନୂଆଦିଲ୍ଲୀ,୮।୮: ଜୁନ୍ ମାସରେ ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନିତା ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲମୋର ମହାକାଶ ଯାତ୍ରାରେ ବାହାରିଥିଲେ। ୧୦ ଦିନରେ ପୃଥିବୀକୁ ଫେରିବାର ଥିଲା, କିନ୍ତୁ ଦୁଇ ମାସରୁ ଅଧିକ ସମୟ ହେଲାଣି ଫେରି ପାରୁନାହାନ୍ତି। ନାସା ସବୁ ପ୍ରକାର ଚେଷ୍ଟା କରିଛି,  ବୋଇଙ୍ଗ ଷ୍ଟାରଲିନରର ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁ ତାଙ୍କର ପୃଥିବୀରେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଉଛି। ଏବେ ନାସା ପକ୍ଷରୁ ଘଟଣାକ୍ରମ ସମ୍ପର୍କରେ ନୂଆ ଅପଡେଟ୍ ଦିଆଯାଇଛି। ନାସା ଅଧିକାରୀ କହିଛନ୍ତି, ବର୍ତ୍ତମାନ ଦୁଇ ମହକାଶ ଯାତ୍ରୀ ପୃଥିବୀକୁ ଆସିବାର ସମ୍ଭାବନା ଚଳିତ ବର୍ଷ ସମ୍ଭବ ନୁହେଁ। ଆସନ୍ତା ବର୍ଷ ଅର୍ଥାତ ଫେବୃଆରୀ ୨୦୨୫ ରେ ରେ ସମ୍ଭବ ହେବ। ତାଙ୍କୁ ଏଲନ୍ ମସ୍କଙ୍କ ରକେଟ ସ୍ପେସ୍‌ ଏକ୍ସ ଦ୍ବାରା ପୃଥିବୀକୁ ଅଣାଯିବ।

ନାସା ଅଧିକାରୀ କହିଛନ୍ତି, ସୁନିତା ଓ ଓ୍ବିଲମୋରଙ୍କୁ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ପୃଥିବୀକୁ ଫେରାଇ ଆଣିବା ପାଇଁ ଷ୍ଟାରଲାଇନ୍‌ର ବ୍ୟତୀତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି। ନାସାର ଲକ୍ଷ୍ୟ ନିର୍ଦ୍ଧାରିତ ରଖିଛି ଯେ, ଫେବୃଆରୀ ୨୦୨୫ ବେଳକୁ କ୍ରୁ ଡ୍ରାଗନ୍ର ବିକଳ୍ପରେ  ପୁଣିଥରେ ଫେରାଇ ଅଣାଯାଇ ପାରେ। ଏଭଳି ଏଥିପାଇଁ ଯେ, ଷ୍ଟାରଲାଇନରରୁ ଯାତ୍ରୀଙ୍କୁ ଏବେ ବି ପୃଥିବୀକୁ ଫେରାଇ ଆଣିବା ଅସୁରକ୍ଷିତ। ସ୍ପେସ୍ ସେଣ୍ଟରରେ ବର୍ତ୍ତମାନ ସମସ୍ତ ୯ ମହାକାଶ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତାଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଅନ୍ୟ ସମ୍ବଳ ରହିଛି। ତଥାପି ସମସ୍ତଙ୍କୁ ପୃଥିବୀ ଫେରାଇ ଆଣିବା ନାସା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.