ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁୟର୍କରେ ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ପ୍ରସ୍ତୁତ, ଫର୍ମୁଲା-୧ ଭିତ୍ତିଭୂମିର ହୋଇଛି ବ୍ୟବହାର

ନ୍ୟୁୟର୍କ,୧୭/୦୫: ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ନେଇ ଆମେରିକାରେ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି । ଜୁନ ୧ ତାରିଖରୁ  ଆରମ୍ଭ ହେବ ବିଶ୍ୱକପ୍‌ । ନ୍ୟୁୟର୍କରେ ୯ ତାରିଖରେ ଭାରତ- ପାକିସ୍ତାନ ମ୍ୟାଚ୍‌ ଖେଳାଯିବ । ଏନେଇ ନିର୍ମାଣ ହୋଇଛି ଏକ ନୂଆ  ଷ୍ଟାଡିୟମ । ଯାହାର ନାମ ରଖାଯାଇଛି ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ  କ୍ରିକେଟ୍‌ ଷ୍ଟାଡିୟମ । ଏହାର ଦର୍ଶକ ଧାରଣ କ୍ଷମତା ୩୪ ହଜାର  ରହିଛି । ଷ୍ଟାଡିୟମରେ ଅସ୍ଥାୟୀ ଭାବେ ଫ୍ଲୋରିଡାରୁ ଆସିଥିବା ଉଠା  କ୍ରିକେଟ୍‌ ପିଚ୍‌ ବ୍ୟବହାର ହୋଇଛି । ଠିକ୍‌ ସେମିତି ଗ୍ୟାଲେରୀ ଏବଂ  ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ଲାସ୍‌ ଭେଗ୍‌ସର ଫର୍ମୁଲା-୧ ସର୍କିଟରେ ଥିବା ଭ୍ରାମ୍ୟମାଣ ଭିତ୍ତିଭୂମିକୁ ବ୍ୟବହାର କରାଯାଇଛି । ଆମେରିକାରେ  ଯେଉଁ ୩ଟି ଷ୍ଟାଡିୟମରେ (ନ୍ୟୁୟର୍କ, ଫ୍ଲୋରିଡା, ଟେକ୍ସାସ) ୧୬ଟି  ମ୍ୟାଚ୍‌ ଖେଳାଯିବ, ସବୁ ଷ୍ଟାଡିୟମରେ ଉଠା ପିଚ୍‌ ବିଛା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.