ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଧଓ୍ବନଙ୍କ ପରେ ଏବେ ସନ୍ନ୍ୟାସ ନେବେ କି ଏହି ଭାରତୀୟ ମହାନ କ୍ରିକେଟର !

ନୂଆଦିଲ୍ଲୀ, ୨୫/୮ :  ଟିମ୍ ଇଣ୍ଡିଆର ‘ଗବ୍ବର’ ତଥା ଶିଖର ଧଓ୍ବନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସର ଘୋଷଣା କରି ଦେଇଛନ୍ତି । ଶିଖର ଧଓ୍ବନଙ୍କ ପରେ ଏବେ ଭାରତ ପୁଣି ଏକ ମହାନ କ୍ରିକେଟରଙ୍କ ସନ୍ନ୍ୟାସ ନେବାକୁ ନେଇ ଚିନ୍ତିତ । ଏହି ଖେଳାଳୀଙ୍କ ଟିମ୍ ଇଣ୍ଡିଆକୁ ଫେରିବା ପ୍ରାୟ ଅସମ୍ଭବ ଜଣାପଡ଼ୁଛି ଏବଂ ତାଙ୍କୁ ଶିଖରଙ୍କ ଭଳି ସନ୍ନ୍ୟାସ ଘୋଷଣା କରିବାକୁ ପଡ଼ିପାରେ । ମାତ୍ର ଏହାର କୌଣସି ଅଫିସିଆଲ ଭାବେ ଖବର ସାମ୍ନାକୁ ଆସି ନାହିଁ । 

ଭାରତର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ ୩ବର୍ଷ ୮ମାସ ହେବ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମିଳି ନାହିଁ । ଯଦି ଆମେ ବର୍ତ୍ତମାନର ସ୍ଥିତି ଉପରେ ନଜର ପକାଇବା ତେବେ ସେ ଏବେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଏକ ପ୍ରକାର ଅସମ୍ଭବ ଦେଖାଯାଉଛି । ଇଶାନ୍ତ ଏବେ ୩୫ବର୍ଷର ହୋଇଯାଇଛନ୍ତି ଏବଂ ଚୟନକର୍ତ୍ତା ବି ତାଙ୍କୁ ଭୁଲି ସାରିଛନ୍ତି । ମାତ୍ର ଆଶ୍ବସ୍ତ ଏହାକି ଇଶାନ୍ତ ଶର୍ମାଙ୍କୁ ଏବେ ବି ଆଇପିଏଲରେ ଖେଳିବାର ସୁଯୋଗ ମିଳୁଛି । ଇଶାନ୍ତ ଶର୍ମା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ଲାଗି ଖେଳୁଛନ୍ତି ।

ଏଭଳି ସ୍ଥଳେ ଇଶାନ୍ତ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦେଖାଯାଉନାହିଁ । ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ପସନ୍ଦ ଏବେ ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ମୁକେଶ କୁମାର ଏବଂ ଆକାଶଦୀପ ସିଂହଙ୍କ ଭଳି ଦ୍ରୁତ ବୋଲର ଅଟନ୍ତି । ଏହା ବ୍ୟତୀତ ଚତୁର୍ଥ ବୋଲର ଭାବେ ଏବେ ଶାର୍ଦୁଳ ଠାକୁର ବି ଅଛନ୍ତି । ସେହିଭଳି ମହମ୍ମଦ ଶାମୀ ବି ଆଘାତ ପରେ ଟିମ୍ ଇଣ୍ଡିଆକୁ ଫେରିବା ଲାଗି ପ୍ରସ୍ତୁତି କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.