ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଥାଇରଏଡ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ୍...

ଭୁବନେଶ୍ୱର, ୨୭।୫: ଥାଇରଏଡ୍ ସହ ଜଡ଼ିତ କିଛି ଏପରି ରୋଗ ରହିଛି, ଯାହାକୁ କଣ୍ଟ୍ରୋଲ୍ କରାଯାଇପାରିବନାହିଁ । କିନ୍ତୁ, ଯଦି ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିୟନ୍ତ୍ରଣ କରାନଯାଏ, ତେବେ ଏହା ଆପଣଙ୍କ ଜୀବନଚର୍ଯ୍ୟା ଉପରେ ଅନେକ ପ୍ରଭାବ ପକାଇପାରେ । ବେକରେ ପ୍ରଜାପତି ଆକାରର ଏକ ଗ୍ଲାଣ୍ଡ ହୋଇଯାଇଥାଏ, ଏହାକୁ ଥାଇରଏଡ୍ କୁହାଯାଏ । ଏହା ଶରୀରରେ ଅନେକଗୁଡ଼ିଏ ହର୍ମୋନ୍‌କୁ ସନ୍ତୁଳନ କରେ । ଏଥିରେ ଟିକିଏ ମାତ୍ର ଏପଟସେପଟ ହେଲେ, ଏହା ହାଇପୋଥାଇରଏଡିଜ୍ମ୍ ଭଳି ରୋଗ ହୋଇପାରେ । 

ଫୁଲକୋବି : ଫୁଲକୋବି ଭଳି ପରିବା ଅତ୍ୟନ୍ତ ପୁଷ୍ଟିକର ହୋଇଥାଏ । କିନ୍ତୁ ଏଥିରେ ଗୋଇଟ୍ରୋଜନ୍ ନାମକ ଏକ କେମିକାଲ୍ ଥାଏ ଯାହା ଅଧିକ ମାତ୍ରାରେ ଖାଇବା ଦ୍ୱାରା ଥାଇରଏଡ୍ ହେବାର ସମ୍ଭାବନା ଥାଏ । ଏହି ପରିବାକୁ ରାନ୍ଧିବା ଦ୍ୱାରା ଗୋଇଟ୍ରୋଜନିକ୍ ପ୍ରଭାବକୁ କମ୍ କରିବାରେ ସାହାଯ୍ୟ ମିଳିପାରେ, ସେଥିପାଇଁ ଏହାକୁ ନିୟନ୍ତ୍ରଣ ମାତ୍ରାରେ ଖାଇବା ଉଚିତ୍ ।

ଚିନି  : ଅଧିକ ଚିନି ଖାଇବା ଦ୍ୱାରା ଇଂସୁଲିନ୍ ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ ଏବଂ ଏହା ଫୁଲିଯାଇଥାଏ । ଏହା ଥାଇରଏଡ୍ ଗ୍ଲାଣ୍ଡ୍ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । କ୍ରୋନିକ୍ ବିସାଦଗ୍ରସ୍ତ ହେବା ଥାଇରଏଡ୍ ଫଙ୍କ୍ସନ୍କୁ  ପ୍ରଭାବିତ କରି ଏହାକୁ ବଢ଼ାଇଥାଏ । ଷ୍ଟ୍ରେସ୍‌କୁ କମ୍ କରିବାପାଇଁ ଯୋଗ ଏବଂ ବ୍ୟାୟାମ ନିଶ୍ଚୟ କରନ୍ତୁ ।   

ଯଦି କୌଣସି ବ୍ୟକ୍ତିକୁ ଥାଇରଏଡ୍ ହୋଇଛି, ତେବେ ତାଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଏହି ରୋଗ ଥିଲେ ନିଜ ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣ କରି ରଖିବା ଆବଶ୍ୟକ । କାଡିଓବେସ୍କୁଲର୍ ବ୍ୟାୟାମ କରିବା ଆବଶ୍ୟକ । ଥାଇରଏଡ୍ ରୋଗୀଙ୍କୁ ଟୋଫୁ, ସୋୟା ମିଲ୍କ୍ ଏବଂ ଏଡାମେ ଭଳି ସୋୟା ପ୍ରୋଡକ୍ଟ୍ର ସେବନ କମ୍ କରିବା ଉଚିତ୍ କାରଣ ଏହା ଥାଇରଏଡ୍‌କୁ ବଢ଼ାଇଥାଏ ।ବାଲ୍ୟ ବିବାହର ଶିକାର ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.