ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଥାଇରଏଡ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ୍...

ଭୁବନେଶ୍ୱର, ୨୭।୫: ଥାଇରଏଡ୍ ସହ ଜଡ଼ିତ କିଛି ଏପରି ରୋଗ ରହିଛି, ଯାହାକୁ କଣ୍ଟ୍ରୋଲ୍ କରାଯାଇପାରିବନାହିଁ । କିନ୍ତୁ, ଯଦି ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିୟନ୍ତ୍ରଣ କରାନଯାଏ, ତେବେ ଏହା ଆପଣଙ୍କ ଜୀବନଚର୍ଯ୍ୟା ଉପରେ ଅନେକ ପ୍ରଭାବ ପକାଇପାରେ । ବେକରେ ପ୍ରଜାପତି ଆକାରର ଏକ ଗ୍ଲାଣ୍ଡ ହୋଇଯାଇଥାଏ, ଏହାକୁ ଥାଇରଏଡ୍ କୁହାଯାଏ । ଏହା ଶରୀରରେ ଅନେକଗୁଡ଼ିଏ ହର୍ମୋନ୍‌କୁ ସନ୍ତୁଳନ କରେ । ଏଥିରେ ଟିକିଏ ମାତ୍ର ଏପଟସେପଟ ହେଲେ, ଏହା ହାଇପୋଥାଇରଏଡିଜ୍ମ୍ ଭଳି ରୋଗ ହୋଇପାରେ । 

ଫୁଲକୋବି : ଫୁଲକୋବି ଭଳି ପରିବା ଅତ୍ୟନ୍ତ ପୁଷ୍ଟିକର ହୋଇଥାଏ । କିନ୍ତୁ ଏଥିରେ ଗୋଇଟ୍ରୋଜନ୍ ନାମକ ଏକ କେମିକାଲ୍ ଥାଏ ଯାହା ଅଧିକ ମାତ୍ରାରେ ଖାଇବା ଦ୍ୱାରା ଥାଇରଏଡ୍ ହେବାର ସମ୍ଭାବନା ଥାଏ । ଏହି ପରିବାକୁ ରାନ୍ଧିବା ଦ୍ୱାରା ଗୋଇଟ୍ରୋଜନିକ୍ ପ୍ରଭାବକୁ କମ୍ କରିବାରେ ସାହାଯ୍ୟ ମିଳିପାରେ, ସେଥିପାଇଁ ଏହାକୁ ନିୟନ୍ତ୍ରଣ ମାତ୍ରାରେ ଖାଇବା ଉଚିତ୍ ।

ଚିନି  : ଅଧିକ ଚିନି ଖାଇବା ଦ୍ୱାରା ଇଂସୁଲିନ୍ ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ ଏବଂ ଏହା ଫୁଲିଯାଇଥାଏ । ଏହା ଥାଇରଏଡ୍ ଗ୍ଲାଣ୍ଡ୍ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । କ୍ରୋନିକ୍ ବିସାଦଗ୍ରସ୍ତ ହେବା ଥାଇରଏଡ୍ ଫଙ୍କ୍ସନ୍କୁ  ପ୍ରଭାବିତ କରି ଏହାକୁ ବଢ଼ାଇଥାଏ । ଷ୍ଟ୍ରେସ୍‌କୁ କମ୍ କରିବାପାଇଁ ଯୋଗ ଏବଂ ବ୍ୟାୟାମ ନିଶ୍ଚୟ କରନ୍ତୁ ।   

ଯଦି କୌଣସି ବ୍ୟକ୍ତିକୁ ଥାଇରଏଡ୍ ହୋଇଛି, ତେବେ ତାଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଏହି ରୋଗ ଥିଲେ ନିଜ ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣ କରି ରଖିବା ଆବଶ୍ୟକ । କାଡିଓବେସ୍କୁଲର୍ ବ୍ୟାୟାମ କରିବା ଆବଶ୍ୟକ । ଥାଇରଏଡ୍ ରୋଗୀଙ୍କୁ ଟୋଫୁ, ସୋୟା ମିଲ୍କ୍ ଏବଂ ଏଡାମେ ଭଳି ସୋୟା ପ୍ରୋଡକ୍ଟ୍ର ସେବନ କମ୍ କରିବା ଉଚିତ୍ କାରଣ ଏହା ଥାଇରଏଡ୍‌କୁ ବଢ଼ାଇଥାଏ ।ବାଲ୍ୟ ବିବାହର ଶିକାର ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.