ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରିୟଲ୍‌ ମେଡ୍ରିଡ୍‌ ଷ୍ଟାର୍‌ ଟୋନି କ୍ରୁଜ୍‌ଙ୍କ ଆଶ୍ଚର୍ଯ୍ୟକର ଘୋଷଣା; ୟୁରୋ ୨୦୨୪ ପରେ ନେବେ ଅବସର

Image source: Wion

ନୂଆଦିଲ୍ଲୀ,୨୧/୦୫: ରିଅଲ ମାଡ୍ରିଡ ମଙ୍ଗଳବାର ଦିନ ଖବର କରିଛି ଯେ, ଟୋନି କ୍ରୁଜ ୨୦୨୪ ୟୁରୋପୀୟ ଚାମ୍ପିଅନସିପ ପରେ ଫୁଟବଲରୁ ଅବସର ନେବେ। ମେଡ୍ରିଡ୍‌ ପକ୍ଷରୁ କୁହାଯାଇଛି ଯେ, ୩୪ ବର୍ଷୀୟ ଜର୍ମାନ ଅନ୍ତରାଷ୍ଟ୍ରୀୟ ଖେଳାଳୀ 'ୟୁରୋ ୨୦୨୪' ପରେ ଜଣେ ପେଶାଦାର ଫୁଟବଲ୍‌ ଖେଳାଳୀ ଭାବେ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଳବ୍‌ ପକ୍ଷରୁ କୁହାଯାଇଛି ଯେ, ରିୟଲ ମେଡ୍ରିଡ୍‌ ଟୋନୀ କ୍ରସ୍‌ଙ୍କ ତାଙ୍କର ଭଲପାଇବା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଟୋନୀ ଆମ କ୍ଳବ୍‌ ଓ ଅନ୍ତରାଷ୍ଟ୍ରୀୟ ଫୁଟବଲର  ମହାନୁଭବ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇ ମେଡ୍ରିଡ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। କ୍ରୁଜ୍‌ ୨୦୧୪ରୁ ମେଡ୍ରିଡ୍‌ ସହିତ ରହିଆସିଛନ୍ତି, ଫଳରେ ଦଳକୁ ୨୨ଟି ଟାଇଟଲ୍‌ ଜିତିବାରେ ସହାୟକ ହୋଇଥିଲା। ଏଥିରେ ୪ଟି ୟୁରୋପୀୟ ଓ ୪ଟି ସ୍ପେନିସ୍‌ ଲିଗ୍‌ ରହିଛି। ସେ କ୍ଳବ୍‌ ସହିତ ୪୬୩ଟି ମ୍ୟାଚ୍‌ ଖେଳିଛନ୍ତି। ନିଜର ଇନ୍‌ଷ୍ଟାଗ୍ରାସ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ନିଜେ କ୍ରୁଜ୍‌ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.