ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

କୋଇଲିଘୁଘର ଜଳପ୍ରପାତରେ ବୁଡି ଯୁବକ ମୃତ

ଝାରସୁଗୁଡା,୧୬।୬  : ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ କୋଇଲିଘୁଘର ଜଳପ୍ରପାତରେ ଗାଧୋଇଲା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି l ଯୁବକ ଜଣକ ଭୁବନେଶ୍ୱରର ବ୍ରଜେଶ୍ୱର ବେହେରା (୨୮) ।

 ବ୍ରଜେଶ୍ଵର ସମ୍ବଲପୁରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଆଜି ନିଜ ୪ ଜଣ ସାଙ୍ଗଙ୍କ ସହ ମିଶି କୋଇଲିଘୁଘରକୁ ବୁଲିବାକୁ ଆସିଥିଲେ l କୋଇଲିଘୁଘର ଜଳପ୍ରପାତରେ ଗାଧୋଇବାବେଳେ ଭାସିଯାଇଥିଲେ ବ୍ରଜେଶ୍ୱର l ରେଙ୍ଗଲୀ ପୋଲିସ ଏବଂ ଲଖନପୁର ଅଗ୍ନିଶମ ବିଭାଗ ଘଟଣାସ୍ତଲକୁ ପହଞ୍ଚି ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।  ଡାକ୍ତର ସେଠାରେ ବ୍ରଜେଶ୍ଵରଙ୍କୁ ମୃତ ଘୋଷଣା କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.