ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ

ନୂଆଦିଲ୍ଲୀ ୦୨/୦୭: ଜୁଲାଇ ମାସରେ ୧୨ ଦିନ  ବ୍ୟାଙ୍କରେ କାମ ହେବନି । ଦେଶର ବିଭିନ୍ନ ସ୍ଥାନରେ ପର୍ବପର୍ବାଣୀ ସମେତ ଅନ୍ୟ ଜରୁରୀ ଦିବସ ଲାଗି ୬ ଦିନ  ବ୍ୟାଙ୍କ କାମ ହେବନି । ସେହିଭଳି ଏହି ମାସରେ ୪ଟି ରବିବାର ଏବଂ ୨ ଶନିବାର ମଧ୍ୟ ପଡୁଛି  । ଫଳରେ ଏହି ଦିନ ଗୁଡିକ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ୧୭ ଜୁଲାଇରେ ମହରମ ଯୋଗୁ  ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ରହିଲେ  ମଧ୍ୟ ଗ୍ରାହକ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ । ସେହିଭଳି ଜୁଲାଇରେ ୯ ଦିନ ପୁଞ୍ଜି ବଜାର ବନ୍ଦ ରହିବ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.