ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରାଜଧାନୀରେ ୨୧ କିମି ଜାତୀୟ ରାଜପଥ, ଟ୍ରାଫିକ ଜାମ୍‌, ଦୁର୍ଘଟଣାରେ ଯାଉଛି ଜୀବନ

ଭୁବନେଶ୍ୱର, ୧୦/୦୭ : ରାଜଧାନୀରେ ପ୍ରାୟ ୨୧ କିମି ଜାତୀୟ ରାଜପଥ ଯାଇଛି । ଏଠି ଦୁର୍ଘଟଣାରେ ଜୀବନ ଯାଉଛି। ଟ୍ରାଫିକ ଜାମରେ ଛନ୍ଦି ହେଉଛନ୍ତି । ଲାଇଟ ଜଳୁନି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱର ପାତ୍ରପଡ଼ାରୁ ଆରମ୍ଭ ହୋଇ ପାହାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ରହିଛି । ଏହା ରାସ୍ତା କଡ଼ରେ ରାଜଧାନୀର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ମୋଟ୍‌ ୭ଟି ଫ୍ଲାଏ ଓଭରବ୍ରିଜ ରହିଛି । ସେଥିମଧ୍ୟରୁ ହଂସପାଳ ଫ୍ଲାଏ ଓଭରବ୍ରିଜ୍‌ କାମ ସରିଲା ନାହିଁ । ଫଳରେ ଏହି ରାସ୍ତାରେ ପ୍ରତି ମାସରେ ୨ ଦୁର୍ଘଟଣା ନିଶ୍ଚିତ । 

କାମ ଆରମ୍ଭରୁ ଆଜି ସୁଦ୍ଧା ହଂସପାଳରୁ ପଳାଶୁଣି ଭିତରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ହଂସପାଳ ଫ୍ଲାଏ ଓଭରବ୍ରିଜ୍‌ କାମ ଆଜି ପର୍ଯ୍ୟନ୍ତ ସରିଲା ନାହିଁ । ଏହି କାମ ଦୀର୍ଘ ବର୍ଷେ ହେଲା ଚାଲିଛି । କାମ ଧୀମା ଯୋଗୁଁ ଲୋକେ ଅସୁବିଧାରେ ପଡୁଛନ୍ତି । ଟ୍ରାଫିକ୍‌ ଜାମରେ ଲୋକେ ନାକେଦମ ହେଉଛନ୍ତି । ଗାଡ଼ି ପାହାଳ ଏପଟେ ରସୁଲଗଡ଼ ପର୍ଯ୍ୟନ୍ତ ଲାଗୁଛି । ସେହିପରି ସନ୍ଧ୍ୟାହେଲେ ଆହୁରି ସ୍ଥିତି ଖରାପ । ଆଚାର୍ଯ୍ୟ ବିହାର, ବାଣୀବିହାରରେ ଜାମ ହେଉଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.