ଖୋର୍ଦ୍ଧା,୧/୯ : ନିରାକାରପୁର ସ୍ଥିତ ଏକ କୋଚିଂ ସେଣ୍ଟର ଉପରେ ବଜ୍ରପାତ । ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଏକ ଘରୋଇ ମେଡ଼ିକାଲ ନିଆଯାଇଥିଲା ।
ପରେ ସେଠାରୁ ଖୋର୍ଦ୍ଧା ସରକାରୀ ମେଡ଼ିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.