ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଟ୍ରେନ ଭିତରେ ଲୁଟ ଉଦ୍ୟମ : ୬ଗିରଫ , ୪୬ ମୋବାଇଲ ଜବତ

ପୁରୀ, ୧୦।୭ :  ଟ୍ରେନ୍ ଭିତରେ ଡକାୟତି ଯୋଜନା ଉଦ୍ୟମ କରୁଥିବା ବେଳେ ୬ ଜଣ ଡକାୟତଙ୍କୁ ଗିରଫ କରିଛି ଆରପିଏଫ ଓ ଜିଆରପି ପୋଲିସ। ସାକ୍ଷୀଗୋପାଳ ରେଳ ଷ୍ଟେସନରୁ ଏହି ୬ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଛଅ ଜଣ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ଧରମବୀର ସିଂ, ବିଷ୍ଣୁ ସିଂ, ଆଜାଦ ସିଂ, ଅମେଶ ସିଂ, ପୁର୍ଣ୍ଣ ସିଂ ଏବଂ ଛତିଶଗଡ଼ ରାୟପୁରର ପ୍ରଦୀପ ବାର୍ବେ। ସମସ୍ତ ଅଭିଯୁକ୍ତଙ୍କୁ ଜିଆରପି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

ସେମାନଙ୍କ ଠାରୁ ୪୬ ଟି ଦାମୀ ମୋବାଇଲ୍, ୨ଟି କି ପ୍ୟାଡ୍ ମୋବାଇଲ୍, ତିନୋଟି ଛୁରୀ, ନଗଦ ୨୮ଶହ ଟଙ୍କା, ଗୋଟିଏ ଖେଳଣା ବନ୍ଧୁକ, ଲଙ୍କା ଗୁଣ୍ଡ, ମାସ୍କ, ବ୍ଲେଡ୍, ୬ ଟି ଜେନେରାଲ ଟିକେଟ ସହ ୨ଟି ଲାଠି ଜବତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.