ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଏଟିଏମ ଲୁଟ ଉଦ୍ୟମ ବିଫଳ : ଜଣେ ଗିରଫ, ମାରଣାସ୍ତ୍ର ଜବତ

ବାସୁଦେବପୁର,୨୯।୧  : ଏଟିଏମ ଲୁଟ ଉଦ୍ୟମ ପଣ୍ଡ । ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ବାସୁଦେବପୁର ପୋଲିସ । ଗିରଫ ହେଇଥିବା ବ୍ୟକ୍ତି  ଜଣକ  ହେଲେ ବାଲେଶ୍ୱର ଜିଲା ଖାଇରା ଥାନା ଅଂଚଳର ପାର୍ଥ କିଶୋର ପରିଡା ।  

ରବିବାର ବିଳମ୍ବିତ ରାତିରେ ବାସୁଦେବପୁର ଥାନା ପଢ଼ୁଆଁ ଠାରେ ଥିବା ଏସବିଆଇ ଏଟିଏମ କାଉଣ୍ଟରରେ ଗ୍ୟାସ କଟର ସାହାଯ୍ୟରେ କାଟି ଲୁଟ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚିଥିଲା । ପୋଲିସ ଦେଖି ୪ଜଣ ଫେରାର ହେଇଯାଇଥିବା ବେଳେ ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟ ୪ଜଣ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ । ତେବେ ତାଙ୍କ ନିକଟରୁ ବିଭିନ ମାରଣାସ୍ତ୍ର, ବିଭିନ ରେଂଚି ସହିତ ଗ୍ୟାସ କଟର, ସିଲିଣ୍ଡର ସହ ବ୍ୟବହୃତ କରିଥିବା ବୋଲେରୋ ଗାଡିକୁ ଜବତ କରିଛି ପୋଲିସ ।

ଆହୁରି ପଢନ୍ତୁ : ସ୍ତ୍ରୀକୁ ଗଳାକାଟି ହତ୍ୟା ମାମଲା : ସ୍ବାମୀକୁ ଆଜୀବନ କାରାଦଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.