ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଟିଏମ ଲୁଟ ଉଦ୍ୟମ ବିଫଳ : ଜଣେ ଗିରଫ, ମାରଣାସ୍ତ୍ର ଜବତ

ବାସୁଦେବପୁର,୨୯।୧  : ଏଟିଏମ ଲୁଟ ଉଦ୍ୟମ ପଣ୍ଡ । ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ବାସୁଦେବପୁର ପୋଲିସ । ଗିରଫ ହେଇଥିବା ବ୍ୟକ୍ତି  ଜଣକ  ହେଲେ ବାଲେଶ୍ୱର ଜିଲା ଖାଇରା ଥାନା ଅଂଚଳର ପାର୍ଥ କିଶୋର ପରିଡା ।  

ରବିବାର ବିଳମ୍ବିତ ରାତିରେ ବାସୁଦେବପୁର ଥାନା ପଢ଼ୁଆଁ ଠାରେ ଥିବା ଏସବିଆଇ ଏଟିଏମ କାଉଣ୍ଟରରେ ଗ୍ୟାସ କଟର ସାହାଯ୍ୟରେ କାଟି ଲୁଟ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚିଥିଲା । ପୋଲିସ ଦେଖି ୪ଜଣ ଫେରାର ହେଇଯାଇଥିବା ବେଳେ ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟ ୪ଜଣ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ । ତେବେ ତାଙ୍କ ନିକଟରୁ ବିଭିନ ମାରଣାସ୍ତ୍ର, ବିଭିନ ରେଂଚି ସହିତ ଗ୍ୟାସ କଟର, ସିଲିଣ୍ଡର ସହ ବ୍ୟବହୃତ କରିଥିବା ବୋଲେରୋ ଗାଡିକୁ ଜବତ କରିଛି ପୋଲିସ ।

ଆହୁରି ପଢନ୍ତୁ : ସ୍ତ୍ରୀକୁ ଗଳାକାଟି ହତ୍ୟା ମାମଲା : ସ୍ବାମୀକୁ ଆଜୀବନ କାରାଦଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.