ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ନନ୍ଦନକାନନରେ ଆଫ୍ରିକୀୟ ସିଂହୀ ବିନିର ମୃତ୍ୟୁ

ବାରଙ୍ଗ, ୯।୧୧ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ଆଫ୍ରିକୀୟ ସିଂହୀ ବିନୀର ଗୁରୁବାର ମୃତ୍ୟୁ ଘଟିଛି। ଗତ ପାଞ୍ଚଦିନ ହେବ ବିନି ଅସୁସ୍ଥ ଥିଲା।  ବିନିକୁ ତିନୋଟି ଡ଼ାକ୍ତରୀ ଟିମ୍ ଦ୍ଵାରା ଚିକିତ୍ସିତ କରାଯାଉଥିଲା। ମୃତ୍ୟୁ ବେଳକୁ ତାକୁ ୧୬ବର୍ଷ ୧୦ମାସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠା ଯାଇଛି। ଇସ୍ରାଏଲରୁ ଏହି ସିଂହୀକୁ ଅଣାଯାଇଥିଲା। 

ଆହୁରି ପଢନ୍ତୁ : ନକଲି ଘିଅ ପ୍ରସ୍ତୁତି ୟୁନିଟରେ ଚଢାଉ : ବିପୁଳ ନକଲି ଘିଅ ଜବତ, ମାଲିକ ଗିରଫ

Copyright © 2022 - Summa Real Media Private Limited. All Rights Reserved.