ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପାଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ

ବନ୍ତଳା, ୦୭/୧୧ : ପାଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ବନ୍ତଳା ଥାନା ବଡକେରା ପଞ୍ଚାୟତ ମତେଳିଆ ନାଳରେ ଥିବା ପ୍ରଜେକ୍ଟ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ହାତଗୋଡ଼ ବନ୍ଧା ଅବସ୍ଥାରେ ଶବଟି ପାଣିରେ ଆସୁଥିବା ଦେଖିବାକୁ ମିଳିଛି। ଖବର ଲେଖିବା ସୁଦ୍ଧା ଘଟଣାସ୍ଥଳରେ ବନ୍ତଳା ପୋଲିସ ଟିମ୍ ପହଞ୍ଚି ନଥିବା ଜଣାପଡ଼ିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.