ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସାପ ସହ ଫଟୋ ସେୟାର କରି ଟ୍ରୋଲ୍ ହେଲେ ଅନନ୍ୟା, ନେଟିଜେନ୍ସ କହିଲେ-ହାତରେ ନାହିଁ କାମ...

ମୁମ୍ବାଇ ୦୪/୧୨: ବଲଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଚର୍ଚ୍ଚା ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାଖ। ଅର୍ଥାତ୍‌ କେହି କାହାକୁ ଛାଡି ରହିପାରିବେ ନାହିଁ ଯେମିତି। ଅନନ୍ୟାଙ୍କ ଗତିବିଧି ଦେଖି ଅନେକେ ଏଭଳି ମନ୍ତବ୍ୟ ଦେବାରୁ ନିଜକୁ ରୋକିପାରି ନାହାନ୍ତି। ଅଳ୍ପଦିନ ତଳେ ଅନନ୍ୟା ଗୋଟିଏ ସାପ ସହ ଖେଳିବା ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଥିଲା ସୋସିଆଲ୍ ମିଡିଆରେ। ଏହା ଥିଲା ମୁମ୍ବାଇରେ ଆୟୋଜିତ ଇଶା ଅମ୍ବାନି ଓ ଆନନ୍ଦ ପିରାମଲଙ୍କ ଯାଆଁଳା ସନ୍ତାନ କୃଷ୍ଣା ଓ ଆଦିୟାଙ୍କ ପ୍ରଥମ ଜନ୍ମଦିନ ପାଳନ ଉତ୍ସବ।




ଏଥିରେ ଉପସ୍ଥିତ ଥିଲେ ବଲିଉଡର ବହୁ ନାମୀଦାମି କଳାକାର। ଅନନ୍ୟା ମଧ୍ୟ ଏ ଉତ୍ସବରେ ଯୋଗ ଦେଇ ସାପ ସହିତ ଖେଳିଥିଲେ। ତାଙ୍କ କୋଳରେ କୁକୁର ଛୁଆଟିଏ ମଧ୍ୟ ଖେଳୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ଦେଖି ନେଟିଜେନମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଥିଲେ। ପଶୁପ୍ରେମୀ ଅଭିଯୋଗ କରିଥିଲେ ଯେ ଏଭଳି କରିବା ଦ୍ୱାରା ନିରୀହ ପ୍ରାଣୀମାନେ ନିର୍ଯାତନାର ଶିକାର ହେଉଛନ୍ତି। ଚାରିଆଡୁ ସମାଲୋଚିତ ହେବା ପରେ ଅନନ୍ୟା ସୋସିଆଲ୍‌ ମିଡିଆରୁ ଏସବୁ ଫଟୋ ଡିଲିଟ୍‌ କରିଦେଇଥିଲେ। ସିନେ ସମୀକ୍ଷକ, ଆଲୋଚକଙ୍କ କହିବ। କଥା ଅନନ୍ୟାଙ୍କ ହାତରେ ଏବେ ବିଶେଷ କାମ ନାହିଁ। ତେଣୁ ସେ ଚର୍ଚ୍ଚାରେ ରହିବା ପାଇଁ ଏଭଳି କାଣ୍ଡ କାରଖାନା ସବୁ କରିବାରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.