ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବର୍ଷା ବିତ୍ପାତ, ତେନ୍ତୁଳି ଗଛ ତଳେ ଚାପି ହେଇଗଲେ ବାଇକ୍ ଆରୋହୀ

ମ.ରାମପୁର, ୧୪/୦୯: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ଥାନା ରିଶିଡ଼ା ପୂର୍ତ୍ତ ବିଭାଗ ରାସ୍ତାର ପାଜିବାହାଲି ରାସ୍ତାରେ ଜଣେ ବାଇକ୍ ଆରୋହୀ ଗଛରେ ଚାପି ହୋଇ ଯାଇଛନ୍ତି । ଏକ ବିରାଟକାୟ ତେନ୍ତୁଳି ଗଛ ତଳେ ଚାପି ହୋଇ ରହିଯାଇଥିଲେ ଜଣେ ବାଇକ୍ ଆରୋହୀ ।

ଆନ୍ଦୋଳନରତ ଶିକ୍ଷକଙ୍କୁ ନାଲି ଆଖି ଦେଖାଇଲେ ସରକାର, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଅନ୍ୟ ପଥଚାରୀ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବାଇକ୍ ଆରୋହୀଙ୍କୁ ଗଛ ତଳୁ ଉଦ୍ଧାର କରାଯାଇଛି। ଯୁବକ ଜଣକ କେଶବ ସାହୁ ହୋଇଥିବା ବେଳେ ଘର କର୍ଲାମୁଣ୍ଡା ବ୍ଲକ୍ ଗଜବାହାଲ ଗାଁରେ ବୋଲି ଜଣାପଡ଼ିଛି ।

କେଶବଙ୍କୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି । ସେ ଏକ ଲାଲ୍ ରଙ୍ଗର ବାଇକ୍ ନେଇ କୌଣସି କାମରେ ଯାଉଥିବା ବେଳେ ରାସ୍ତାରେ ଥିବା ଗଛ ତାଙ୍କ ଉପରେ ମାଡ଼ି ବସିଥିଲା । ଉକ୍ତ ରାସ୍ତାରେ ଏଭଳି ଅନେକ ପୂରାତନ ତଥା ବିପଦପୂର୍ଣ୍ଣ ଗଛ ରହିଛି । ସେ ସବୁକୁ ଯଥା ଶୀଘ୍ର ଚିହ୍ନଟ କରି କାଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

୩୦ ସ୍କୁଲ୍ ଛୁଆଙ୍କୁ ନଦୀ ପାର୍ କଲା ବେଳେ ବୁଡ଼ିଗଲା ଡଙ୍ଗା; ୨୦ ଉଦ୍ଧାର, ୧୦ ନିଖୋଜ

  • kalahandi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.