ପ୍ରମୁଖ ଖବର
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କୋହଲିଙ୍କୁ ଟପିଲେ କାମେରନ ଗ୍ରୀନ୍‌, ଆଗାମୀ ସିଜିନ୍‌ରେ ଆର୍‌ସିବିର ବ୍ଲାକ୍‌ ଗୋଲ୍ଡ ଜର୍ସିରେ ଆସିବେ ନଜର

ନୂଆଦିଲ୍ଲୀ ୨୮/୧୧: ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ ଆଗାମୀ  ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ପକ୍ଷରୁ ଖେଳିବାକୁ ଯାଉଛନ୍ତି । ତାଙ୍କୁ ଏଣିକି ବ୍ଲାକ୍‌ ଗୋଲ୍ଡ ଜର୍ସିରେ ଦେଖିବାକୁ ମିଳିବ । ରୟାଲ୍‌  ଚ୍ୟାଲେଞ୍ଜର୍ସ ଦଳରେ ଯୋଗ ଦେଇ ଗ୍ରୀନ୍‌ ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି । 

ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଗ୍ରୀନ୍‌ଙ୍କୁ ୧୭.୫୦ କୋଟି  ଟଙ୍କାରେ କିଣିଥିଲା । ଏହି ଅର୍ଥରେ ସେ ରୟାଲ୍‌  ଚ୍ୟାଲେଞ୍ଜର୍ସ ଦଳରେ ଯୋଗ ଦେବାକୁ ଯାଉଛନ୍ତି ।  ଫଳରେ କୋହଲିଙ୍କ ଠାରୁ ମଧ୍ୟ ଗ୍ରୀନ ଦାମୀ ଖେଳାଳି  ହୋଇଯାଇଛନ୍ତି । କୋହଲିଙ୍କ ଦାମ ୧୭କୋଟି ଟଙ୍କା  ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଇତିହାସରେ ଗ୍ରୀନ୍‌  ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.