ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାମଙ୍ଗରେ ଚାଲିଛି ପାର୍କିଂ ନିର୍ମାଣ, ରଥଯାତ୍ରା ବେଳେ ଦୂର ହେବ ପାର୍କିଂ ସମସ୍ୟା

ପୁରୀ, ୮/୧୦ : ପୁରୀର ଐତିହ୍ୟ ଓ ଭିତ୍ତିଭୂମି ଉନ୍ନୟନ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅବଢ଼ା ଯୋଜନାରେ ସାମଙ୍ଗ ଗ୍ରାମ ଠାରେ ଚାଲିଛି ପାର୍କିଂ ନିର୍ମାଣ। ୪୫.୧୨ ଏକର ଜମିରେ ୭୪.୯୧ କୋଟି ବ୍ୟୟ ବରାଦରେ ଏକ ପାର୍କିଂ କ୍ଷେତ୍ରର ନିର୍ମାଣ ଜାରି ରହିଛି । 

ପୁରୀ ସହର ଏବଂ ଏନଏଚ୍‌କୁ ସଂଯୋଗ କରୁଥିବା ରାସ୍ତାରେ ଅବସ୍ଥିତ ଏହି ପାର୍କିଂ କ୍ଷେତ୍ରରେ ଶୌଚାଳୟ, ଜଳ ନିଷ୍କାସନ ଓ ବର୍ଷାଜଳ ସଂଗ୍ରହର ସୁବିଧା ଉପଲବ୍ଧ ରହିବ। ରଥଯାତ୍ରା ସମୟରେ ପୁରୀରେ ବିପୁଳ ମାତ୍ରାରେ ଜନସମାଙ୍ଗମ ହୁଏ। ଲୋକମାନେ ଗାଡି ପାର୍କିଂ କରିବାକୁ ଅସୁବିଧାରେ ପଡ଼ନ୍ତି। ଏହି ସମୟରେ ପାର୍କିଂ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.