ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାତ୍ୟା ‘ମିଗଜାଉଁ’ ପ୍ରଭାବ: ପୁଣି ୬ ଏକ୍ସପ୍ରେସ ଟ୍ରେନ ବାତିଲ, ପୂର୍ବତଟ ରେଳପଥର ହେଲ୍ପଲାଇନ୍‌ ନମ୍ବର ଜାରି

ଭୁବନେଶ୍ୱର,୦୪/୧୨: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି  କରାଯାଇଛି । ଯାତ୍ରୀମାନେ କୌଣସି ଅସୁବିଧାରେ ପଡିଲେ  ୦୬୭୪-୨୩୦୧୬୨୬ କିମ୍ବା ୨୩୦୩୦୬୦ ନମ୍ବରରେ  ଯୋଗାଯୋଗ କରିପାରିବେ । ସେହିପରି ସମ୍ଭାବ୍ୟ ବାତ୍ୟା  ସମୟରେ ଯାତ୍ରୀଙ୍କ ଧନ ଓ ଜୀବନର ସୁରକ୍ଷାକୁ ଗୁରୁତ୍ୱ  ଦେଇ ଗତକାଲି ୫୪ଟି ଟ୍ରେନ ବାତିଲ କରାଯାଇଥିବା  ବେଳେ ରବିବାର ପୁଣି ୬ଟି ଟ୍ରେନକୁ ବାତିଲ କରାଯାଇଛି  ବୋଲି ପୂର୍ବତଟ ରେଳପଥର ଅଧିକାରୀ ସୂଚନା ଦେଇଛନ୍ତି । 

ତିରୁପତି-ବିଳାସପୁର ଏକ୍ସପ୍ରେସ, ବିଳାସପୁର-ତିରୁପତି  ଏକ୍ସପ୍ରେସ, ତିରୁପତି-ପୁରୀ ଏକ୍ସପ୍ରେସ, ପୁରୀ-ତିରୁପତି  ଏକ୍ସପ୍ରେସ, ବାଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ, ଏର୍ଣ୍ଣାକୁଲମ୍‌-ଟାଟା ଏକ୍ସପ୍ରେସକୁ ବାତିଲ କରାଯାଇଛି ବୋଲି ପୂର୍ବତଟ  ରେଳପଥର ଅଧିକାରୀ ସୂଚନା ଦେଇଛନ୍ତି ।

Also Read :-

୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା

  • prameyanews
  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.