ପ୍ରମୁଖ ଖବର
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସିତ: ଯୋଗାଯୋଗ ବିଚ୍ଛିନ୍ନ, ବହୁ ଚାଷ ଜମି ଜଳମଗ୍ନ

ହରଭଙ୍ଗା ,୧୭।୯   ହୀରାକୁଦ ଜଳ ଭଣ୍ଡାର ରୁ ୨୬ଟି ଗେଟ ଦେଇ ମହାନଦୀର ଜଳ ନିଷ୍କାସନ ହେଉଛି! ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ନଦୀ କୁଳିଆ ଅଂଚଳ ଚାଷ ଜମି ଗୁଡିକ ତିନି ଦିନ ଧରି ଜଳ ମଗ୍ନ ହେବା ସହିତ ଜଗନ୍ନାଥ ସଡ଼କ ଯାତାୟତ ବାଧାପ୍ରାପ୍ତ ହୋଇଛି। 

 ମହାନଦୀ ର ଚଳିତ ବର୍ଷ ର ଦ୍ୱିତୀୟ ବନ୍ୟା ଜଳ ପ୍ରଭାବ ରେ  ହରଭଙ୍ଗା ବ୍ଳକ ର କୃଷ୍ଣମହୋନପୁର ବଲlଟ ସେତୁ ଉପରେ ୪ଫୁଟ ଅଧିକ  ବନ୍ୟlଜଳ ପ୍ରବାହିତ ସହିତ  କରଡ଼ି, ହାଟଗାଁ,ମଙ୍ଗଳପୁର,ଝରାସାହି,ରାମଗଡ଼,ସାମ୍ପୋଚ, ଉଆଁଳ, କଂକଲା,ଧଳପୁର, ବୁଢୀକଣ, ସାକୁସିଙ୍ଗା,ଖଣ୍ଡି ଧଳପୁର,ପାଣିଘରା, ରାଉତପଡା, ହରଭଙ୍ଗା, କୁମାରୀ, ଅଟଲସରା,କୋଡାସିଙ୍ଗ, ତୀରଡ଼,ମାରଡ଼ା ଆଦି ଗ୍ରାମର ଚାଷ ଜମି ଗୁଡିକ ଜଳ ମଗ୍ନ ହୋଇଛି l ଉକ୍ତ ଅଂଚଳ ଗୁଡିକ ତିନି ଦିନ ଧରି ଚାଷ ଜମି ଜଳ ମଗ୍ନ ରେ ଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ନିଆଯାଇନଥିବାରୁ ଚାଷୀକୁଳ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଆହୁରି ପଢନ୍ତୁ : ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ବଜ୍ରପାତରେ ୩ ମୃତ, ୪ ଗୁରୁତର

 

ହୀରାକୁଦ ଜଳ ଭଣ୍ଡାରରୁ ୨୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ରବିବାର ଅପରାହ୍ନ ରେ ହରଭଙ୍ଗା ବ୍ଲକ ନଦୀକୁଳିଆ ଅଂଚଳ ରେ ପୁଣି ମହାନଦୀର ବନ୍ୟା ପାଣି ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିଛି! ଦୁଇ ପଟେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଏବେ ବି ହରଭଙ୍ଗା ଧଳପୁର ଯୋଗା ଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। 

Copyright © 2022 - Summa Real Media Private Limited. All Rights Reserved.