ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳିଙ୍କ ମଧ୍ୟରେ ଭୟ, ପାଣ୍ଡ୍ୟା ଖେଳିବେ ଘରୋଇ କ୍ରିକେଟ୍‌!

ନୂଆଦିଲ୍ଲୀ,୦୧/୦୩: ବିସିସିଆଇର  କଠୋର କାର୍ଯ୍ୟାନୁଷ୍ଠାନ ପରେ କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳିଙ୍କ ମଧ୍ୟରେ ଭୟ ସଂଚାର ହୋଇଛି । ଗତ ଦିନିକିଆ ବିଶ୍ୱକପ୍‌ ଅଧାରୁ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି  ନାହାନ୍ତି । ତେବେ ସେ ଇତିମଧ୍ୟରେ ସୁସ୍ଥ ହୋଇ ଖେଳିବା ଆରମ୍ଭ କଲେଣି । ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ଦେଇଛି ।

 ଏହାର  ଅର୍ଥ ହେଉଛି, ସେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁ  ନଥିଲେ ଘରୋଇ କ୍ରିକେଟ୍‌ ଖେଳିବା ଆବଶ୍ୟକ । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ,  ପାଣ୍ଡ୍ୟା ବିସିସିଆଇକୁ ପ୍ରତିଶ୍ରୁତି ଦେଇ କହିଛନ୍ତି  ଯେ ଯଦି ଅନ୍ତର୍ଜାତୀୟ ମ୍ୟାଚ୍‌ ନଥାଏ ତେବେ  ଘରୋଇ ଦିନିକିଆ କ୍ରିକେଟ୍‌ ଖେଳିବି ।’  ଆୟର ଓ କିଷନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ହେବା ପରେ ଇରର୍ଫାନ ପଠାନ ଅଲରାଉଣ୍ଡର  ପାଣ୍ଡ୍ୟାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.