ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ –ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : ଦ୍ୱିତୀୟ ପାଳିରେ ଭାରତ ୨୫୫ ରନ୍‌ରେ ଅଲଆଉଟ୍‌

ବିଶାଖାପାଟ୍ଟନମ୍‌ : ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୨ୟ ମୁକାବିଲା ବିଶାଖାପାଟ୍ଟନମ୍‌ରେ ଖେଳା ଯାଉଛି। ୩ୟ ଦିନ ଭାରତର ଦ୍ୱିତୀୟ ପାଳି ସବୁ ୱିକେଟ ହରାଇ ୨୫୫ ରନ୍‌ରେ ସମାପ୍ତ ହୋଇଛି। ଏହିପରି ଭାରତକୁ ୩୯୮ରନ୍‌କୁ ବୃଦ୍ଧି ଘଟିଛି। ଏବେ ଇଂଲଣ୍ଡକୁ ଦ୍ୱିତୀୟ ମୁକାବିଲା ଜିତିବା ପାଇଁ ୩୯୯ରନ୍‌ କରିବାକୁ ହେବ।

ଇଂଲଣ୍ଡର ଟିମ୍‌ ୩୯୯ ରନ୍‌ର ଲକ୍ଷ୍ୟର ପିଛା କରି ୩ୟ ଦିନର ଖେଳ ସମାପ୍ତ ହେବା ସୁଦ୍ଧା ଏକ ୱିକେଟ୍‌ ହରାଇ ୬୭ ରନ୍‌ କରିଛି। ଇଂଲଣ୍ଡକୁ ଜିତିବା ପାଇଁ ଏବେ ବି ୩୪୨ ରନ୍‌ କରିବାକୁ ହେବ। ଭାରତରୁ ଜିତିବା ପାଇଁ ୯ ୱିକେଟ୍‌ ଆବଶ୍ୟକ। ପ୍ରଥମ ପାଳିରେ ଭାରତ ପାଇଁ ଯଶସ୍ୱୀ ଜୟସୱାଲ୨ୟ ଶତକ କରିଥିବା ବେଳେ ୨ୟ ପାଳିରେ ଶୁଭମନ ଗିଲ୍‌ ୧୦୬ ରନ୍‌ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.