ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭାରତ –ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : ଦ୍ୱିତୀୟ ପାଳିରେ ଭାରତ ୨୫୫ ରନ୍‌ରେ ଅଲଆଉଟ୍‌

ବିଶାଖାପାଟ୍ଟନମ୍‌ : ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୨ୟ ମୁକାବିଲା ବିଶାଖାପାଟ୍ଟନମ୍‌ରେ ଖେଳା ଯାଉଛି। ୩ୟ ଦିନ ଭାରତର ଦ୍ୱିତୀୟ ପାଳି ସବୁ ୱିକେଟ ହରାଇ ୨୫୫ ରନ୍‌ରେ ସମାପ୍ତ ହୋଇଛି। ଏହିପରି ଭାରତକୁ ୩୯୮ରନ୍‌କୁ ବୃଦ୍ଧି ଘଟିଛି। ଏବେ ଇଂଲଣ୍ଡକୁ ଦ୍ୱିତୀୟ ମୁକାବିଲା ଜିତିବା ପାଇଁ ୩୯୯ରନ୍‌ କରିବାକୁ ହେବ।

ଇଂଲଣ୍ଡର ଟିମ୍‌ ୩୯୯ ରନ୍‌ର ଲକ୍ଷ୍ୟର ପିଛା କରି ୩ୟ ଦିନର ଖେଳ ସମାପ୍ତ ହେବା ସୁଦ୍ଧା ଏକ ୱିକେଟ୍‌ ହରାଇ ୬୭ ରନ୍‌ କରିଛି। ଇଂଲଣ୍ଡକୁ ଜିତିବା ପାଇଁ ଏବେ ବି ୩୪୨ ରନ୍‌ କରିବାକୁ ହେବ। ଭାରତରୁ ଜିତିବା ପାଇଁ ୯ ୱିକେଟ୍‌ ଆବଶ୍ୟକ। ପ୍ରଥମ ପାଳିରେ ଭାରତ ପାଇଁ ଯଶସ୍ୱୀ ଜୟସୱାଲ୨ୟ ଶତକ କରିଥିବା ବେଳେ ୨ୟ ପାଳିରେ ଶୁଭମନ ଗିଲ୍‌ ୧୦୬ ରନ୍‌ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.