ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଭାରତୀୟ ଷ୍ଟାର କ୍ରିକେଟର୍ ଶୁଭମନ ଗିଲ୍‌ଙ୍କୁ ‘ଆଇବିଏଲ୍‌ଏ ସ୍ପୋର୍ଟ୍ସ ଲିଡର’ ପୁରସ୍କାର

ନୂଆଦିଲ୍ଲୀ,୦୩/୧୧: ସିଏନ୍‌ବିସି-ଟିଭି୧୮’ଏସ୍‌ ର  ୧୯ତମ ‘ଇଣ୍ଡିଆ ବିଜନେସ୍‌ ଲିଡର ପୁରସ୍କାର’ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏହି ଉତ୍ସବରେ ଭାରତୀୟ କ୍ରିକେଟ ଦଳର ଯୁବ  ଓପନର ଶୁଭମନ ଗିଲ୍‌ଙ୍କୁ ‘ସ୍ପୋର୍ଟ୍ସ ଲିଡର ଅଫ୍‌ ଦ ଇୟର’  ପୁରସ୍କାରରେ ସମ୍ମାନୀତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ  ଅତିଥି ଭାବେ ଯୋଗଦେଇ ଗିଲ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ  କରିଥିଲେ । 

ଗିଲ୍‌ ୨୦୨୩ ସିଜନରେ ଅନ୍ତର୍ଜାତୀୟ କ୍ରିକେଟରେ  ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି । ଇତିମଧ୍ୟରେ ସେ ୩ଟି ଯାକ  ଫର୍ମାଟରେ ମୋଟ ୪୫ଟି ମ୍ୟାଚ୍‌ ଖେଳି ୫୦.୪୨ ଆଭରେଜରେ ୨,୧୧୮ରନ୍‌ ସଂଗ୍ରହ କରି ସାରିଛନ୍ତି । ସେଥିମଧ୍ୟରେ ୭ଟି ଶତକ ଓ  ୧୦ଟି ଅର୍ଦ୍ଧଶତକ ସାମିଲ୍‌ ରହିଛି । ଦିନିକିଆରେ ସିଜନର ସର୍ବାଧିକ  ରନ୍‌ ସଂଗ୍ରହ ତାଲିକାରେ ଗିଲ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି । ସେ  ୨୯ଟି ମ୍ୟାଚ୍‌ ଖେଳି ୬୩.୩୬ ଆଭରେଜରେ ମୋଟ ୧,୫୮୪  (୫ଶତକ, ୯ଅର୍ଦ୍ଧଶତକ) ରନ୍‌ ସଂଗ୍ରହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.