ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଜାପାନ ପାରା ବ୍ୟାଡମିଣ୍ଟନ: ଓଡ଼ିଶାର ପ୍ରମୋଦଙ୍କୁ ସ୍ୱର୍ଣ୍ଣ, ଦୀପ ରଞ୍ଜନଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର,୧୪/୧୧: ଜାପାନ ପାରା ବ୍ୟାଡମିଣ୍ଟନରେ  ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ  ଏବଂ ଦୀପ ରଞ୍ଜନ ବିଶୋଷୀ ରୌପ୍ୟ  ପଦକ ହାସଲ କରିଛନ୍ତି । ପୁରୁଷ  ସିଙ୍ଗଲ୍ସରେ ପ୍ରମୋଦ ୨୧-୧୬,  ୨୧-୧୮ରେ ମନୋଜ ସରକାରଙ୍କୁ  ପରାଜିତ କରିଥିଲେ । ମିକ୍ସଡ  ଡବଲ୍ସରେ ସେ ମନୀଷା ରାମଦାସଙ୍କୁ  ଯୋଡ଼ି କରିଥିଲେ । ମାତ୍ର ଏହି  ଯୋଡ଼ି କ୍ୱାର୍ଟର ଫାଇନାଲରୁ ବିଦାୟ  ନେଇଥିଲେ । 

ପୁରୁଷ ଡବଲ୍ସରେ ଦୀପ ରଞ୍ଜନ ଓ ମନୋଜ ସରକାର ଯୋଡ଼ି  ଫାଇନାଲରେ ପରାଜିତ ହୋଇ  ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ ।  ଏହି ଯୋଡ଼ି ୧୯-୨୧, ୨୧-୧୮,  ୧୭-୨୧ରେ ନିହାଲ ଗୁପ୍ତା ଓ  ନବୀନ ଶିବକୁମାରଙ୍କୁ ଠାରୁ ପରାଜିତ  ହୋଇଥିଲେ । ଏହି ଚାମ୍ପିଅନସିପ୍‌ରେ  ଓଡ଼ିଶାରୁ ୪ଜଣ ପ୍ରତିନିଧିତ୍ୱ  କରିଥିଲେ । ସେମାନେ ଥିଲେ  ପ୍ରମୋଦ, ଦୀପ ରଞ୍ଜନ, ସୁଭ୍ରଜିତ  ମହାରଣା ଓ ଦିଲେଶ୍ୱର ରାଓ ।

Copyright © 2022 - Summa Real Media Private Limited. All Rights Reserved.