ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଞ୍ଚ ନେଇ ଧରା ପଡ଼ିଲେ ବନ୍ଦୋବସ୍ତ କାର୍ଯ୍ୟାଳୟର କନିଷ୍ଠ କିରାଣି, ସାର୍ଟିଫାଏଡ୍ କପି ପାଇଁ ନେଉଥିଲେ ଟଙ୍କା

ଭୁବନେଶ୍ୱର, ୦୧/୧୨: ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣି । ଲାଞ୍ଚ ନେବା ବେଳେ ବାଲେଶ୍ୱର ଉପଜିଲ୍ଲାପାଳ (ବନ୍ଦୋବସ୍ତ)ଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଧାରପଡ଼ିଛନ୍ତି । କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ନାଥଙ୍କ ଠାରୁ ଲାଞ୍ଚ ନେଉଥିବା ୪ ହଜାର ଟଙ୍କା ଜବତ କରାଯାଇଛି ।

୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ

ସୂଚନା ଅନୁସାରେ, ଜଣେ ଅଭିଯୋଗକାରୀଙ୍କୁ ସାର୍ଟିଫାଏଡ୍ କପି ଦେବା ଲାଗି କନିଷ୍ଠ କିରାଣି ଲାଞ୍ଚ ନେଉଥିଲେ । ଆବେଦନକାରୀଙ୍କ ପୈତୃତ ସମ୍ପତ୍ତିର ବନ୍ଦୋବସ୍ତ ପାଇଁ ୫ ହଜାର ଟଙ୍କା ମାଗିଥିଲେ କନିଷ୍ଠ କିରାଣି । ଆଜି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲକ୍ଷ୍ମୀ ନାରାଣଙ୍କୁ ଭିଜିଲାନ୍ସ ଟିମ୍ ଧରିବାରେ ସଫଳ ହୋଇଛି ।

କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ଲାଞ୍ଚ ନେଇ ଧରା ପଡ଼ିବା ପରେ ବାଲେଶ୍ୱରରେ ଥିବା ତାଙ୍କ ୩ଟି ଠିକଣାରେ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ । ଏନେଇ ବାଲେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଖିବା ବେଳେ ଚଢ଼ାଉ ଜାରି ରହିଛି ।

ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.