ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ଟଙ୍କା ଲୁଟି ନେବା ପରେ ବାଇକ ପୋଡ଼ି ଦେଲେ ଦୁର୍ବୃତ୍ତ

ବୋରିଗୁମ୍ମା, ୫।୨ : ଟଙ୍କା ଛଡାଇ ନେଇ ବାଇକ ପୋଡ଼ି ଦେଲେ ଦୁର୍ବୃତ୍ତ। ଲୁଟର ଶିକାର ହୋଇଛନ୍ତି ବୋରିଗୁମ୍ମା ଦାସିରି ସାହିର ପି. ଗୁପ୍ତେଶ୍ଵର ରାଓ । ବୋରିଗୁମ୍ମା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଘଟଣା। 

 ବୋରିଗୁମ୍ମା ଦାସିରି ସାହିର ପି. ଗୁପ୍ତେଶ୍ଵର ରାଓ ଏବଂ ତାଙ୍କ ଭଣଜା ୩ ତାରିଖ ରାତିରେ ବୋରିଗୁମ୍ମା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବ ପାଇଁ ଯାଉଥିଲେ। ହଠାତ କେତେ ଜଣ ଦୁର୍ବୃତ୍ତ ଆସି ଗୁପ୍ତେଶ୍ଵରଙ୍କୁ ଧକ୍କା ମାରିଥିଲେ। ଗୁପ୍ତେଶ୍ଵର ତଳେ ପଡିଯିବା ପରେ ତାଙ୍କ ପକେଟରେ ଥିବା ୭ ହଜାର ଟଙ୍କା ଝାମ୍ପି ନେଇଥିଲେ। ଗୁପ୍ତେଶ୍ଵରଙ୍କ ଭଣଜାଙ୍କୁ  ଦୁର୍ବୃତ୍ତମାନେ ଏକ ଖଣ୍ଡାରେ ମାରିବା ପାଇଁ ଗୋଡାଇ ଥିଲେ।  ଗୁପ୍ତେଶ୍ଵର ମଧ୍ୟ ନିଜ ବାଇକ ଛାଡି ପ୍ରାଣ ବିକଳରେ ଧାଇଁ ଥିଲେ।ପରେ ଦୁର୍ବୃତ୍ତମାନେ ଗୁପ୍ତେଶ୍ଵରଙ୍କ ବାଇକ ନେଇ ଚାଲିଯାଇଥିଲେ। ଗୁପ୍ତେଶ୍ଵର ସଂଗେ ସଂଗେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ  ୪ ତାରିଖ ବୋରିଗୁମ୍ମା ଆରଏମ ନଗର ପଛ ପଟେ ବାଇକକୁ ପୋଡ଼ି ନଷ୍ଟ କରିଦେଇ ଥିଲେ ଦୁର୍ବୃତ୍ତ। ଅର୍ଦ୍ଧପୋଡ଼ା ବାଇକକୁ ଜବତ କରି ପୋଲିସ ଏକ ମାମଲା ରୁଜ୍ଜୁ କରିଛି। 

ଆହୁରି ପଢନ୍ତୁ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ, ସିସିଟିଭି ହାର୍ଡ ଡିସ୍କ ଓ ସିକ୍ୟୁରିଟି ବନ୍ଧୁକ ନେଇଗଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.